ଯାଜପୁର:  ଭଡାଘରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଯାଜପୁର: ଯାଜପୁର ରୋଡ ଧବଳଗିରି ସ୍ଥିତ ବ୍ୟାସନଗର ମହାବଦ୍ୟାଳୟ ପଛପଟେ ଥିବା  ଏକ କଲୋନୀର ଭଡାଘରୁ ଜଣେ ମହିଳାଙ୍କ  ଝୁଲନ୍ତା ଶବ  ପୋଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ବାପଘରେ କୋରାଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି।   ପ୍ରାୟ ୧୦ ବର୍ଷ ତଳେ ମହିଳା ଜଣଙ୍କ ବୈତରଣୀ ରୋଡର ନିଶୁପୁର ଗାଁର ସୌମିତ୍ରି ନନ୍ଦନ ପତିଙ୍କୁ ବିବାହ କରିଥିଲେ।  କିଛି ବର୍ଷ ହେବ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ଦ୍ୱାରା ମହିଳା ଜଣଙ୍କ […]

mahila_up

mahila_up

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 07:23 AM IST

Sports

Latest News

ଯାଜପୁର: ଯାଜପୁର ରୋଡ ଧବଳଗିରି ସ୍ଥିତ ବ୍ୟାସନଗର ମହାବଦ୍ୟାଳୟ ପଛପଟେ ଥିବା  ଏକ କଲୋନୀର ଭଡାଘରୁ ଜଣେ ମହିଳାଙ୍କ  ଝୁଲନ୍ତା ଶବ  ପୋଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ବାପଘରେ କୋରାଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି।   ପ୍ରାୟ ୧୦ ବର୍ଷ ତଳେ ମହିଳା ଜଣଙ୍କ ବୈତରଣୀ ରୋଡର ନିଶୁପୁର ଗାଁର ସୌମିତ୍ରି ନନ୍ଦନ ପତିଙ୍କୁ ବିବାହ କରିଥିଲେ।  କିଛି ବର୍ଷ ହେବ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ଦ୍ୱାରା ମହିଳା ଜଣଙ୍କ ବାରମ୍ବାର ନିର୍ଯାତନାର ଶିକାର ହୋଇ ଆସୁଥିବା ବାପଘର ଲୋକେ  ପୋଲିସ ପାଖରେ ଅଭିଯୋଗ କରିଥିଲେ। ଉଭୟ ପକ୍ଷରୁ  ଭଦ୍ରଲୋକଙ୍କ ଉପସ୍ଥିତରେ  ଏହାର ଆପୋଷ ସମାଧାନ କରାଯାଇଥିଲା। ଏହା ପରେ  ସ୍ୱାମୀ ବାରମ୍ବାର ମହିଳାଙ୍କୁ ନିର୍ଯାତନା ଦେବାରୁ ମହିଳା ଜଣଙ୍କ ଯାଜପୁର ରୋଡ ଧବଳଗିରି ଅଳରେ ଏକ ଭଡା ଘରେ ରହୁଥିଲେ। ଉକ୍ତ କୋଠରୀରେ  ମଧ୍ୟରେ ଝୁଲନ୍ତା ଅବସ୍ଥାରେ ପୋଲିସ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି। ଅଭିଯୁକ୍ତ  ସ୍ୱାମୀ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଥିବା ମୃତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story