ଜମି ଜବରଦଖଲ ମାମଲା: ଓଓଏରୁ ଆହୁରି ୩ମାସ ଦୂରେଇ ରହିବେ ଆଶୀର୍ବାଦ

ନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ(ଓଓଏ) ଦ୍ୱାରା ଜମି ଜବରଦଖଲ ମାମଲାରେ ନିଜ ପୂର୍ବ ଆଦେଶକୁ ବୁଧବାର ବଳବତ୍ତର ରଖିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ ଅଦାଲତ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ଆଦେଶ ବଳବତ୍ତର ରଖିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏସନ ପକ୍ଷରୁ ଦାୟାର ସ୍ପେଶାଲ ଲିଭ୍‌ ପିଟିସନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ପି.ସି. ପନ୍ଥଙ୍କୁ ନେଇ ଗଠିତ […]

asirbada

asirbada

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 02:15 PM IST

Sports

Latest News

asirbadaନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ(ଓଓଏ) ଦ୍ୱାରା ଜମି ଜବରଦଖଲ ମାମଲାରେ ନିଜ ପୂର୍ବ ଆଦେଶକୁ ବୁଧବାର ବଳବତ୍ତର ରଖିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ ଅଦାଲତ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ଆଦେଶ ବଳବତ୍ତର ରଖିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏସନ ପକ୍ଷରୁ ଦାୟାର ସ୍ପେଶାଲ ଲିଭ୍‌ ପିଟିସନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ପି.ସି. ପନ୍ଥଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ। ଫଳରେ ଆହୁରି ପ୍ରାୟ ତିନି ମାସ ଓଓଏର କାର୍ଯ୍ୟକ୍ରମରୁ ଦୂରେଇ ରହିବେ ଆଶୀର୍ବାଦ ବେହେରା।

ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୯ ତାରିଖରେ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଜ ପଦବୀରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେହି ଦିନ ପର୍ଯ୍ୟନ୍ତ ସଂଘର ଯୁଗ୍ମ ସଂପାଦକଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଆଶୀର୍ବାଦ ବେହେରା ଓଓଏର ସାଧାରଣ ସଂପାଦକ ପଦବୀରୁ ଓହରି ଯାଇଥିଲେ ଏବଂ ଯୁଗ୍ମ ସଂପାଦକ ରବୀନ୍ଦ୍ର ପରିଡ଼ାଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ଦେଇଥିଲେ।

ଓଡ଼ିଶା ଅଲିମ୍ପିକ ଆସୋସିଏନ୍‌ ବିରୋଧରେ ଆସିଥିବା ସରକାରୀ ଜମି ହଡ଼ପ ଅଭିଯୋଗର ତଦନ୍ତ କରି କଟକ ଜିଲ୍ଲା ଜଜ୍‌ଙ୍କ ନେତୃତ୍ୱରେ ଗଠିତ ବିଚାର ବିଭାଗୀୟ କମିଟି ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

ଓଓଏ ସରକାରୀ ଜମି ହଡ଼ପ କରି ସେଠାରେ ବାରବାଟୀ ପ୍ୟାଲେସ୍ ସହିତ ୨୩ଟି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗର ତଦନ୍ତ କରିବା ପାଇଁ କଟକ ଜିଲ୍ଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଦୁଇ ଜଣ ଅତିରିକ୍ତ ଜଜ୍‌ଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ହାଇକୋର୍ଟ କଟକ ଜିଲ୍ଲା ଜଜ୍ ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ କଟକ ଅତିରିକ୍ତ ବିଚାରପତି ବି.କେ ମିଶ୍ର ଓ କେନ୍ଦ୍ରାପଡ଼ା ଅତିରିକ୍ତ ବିଚାରପତି କିର୍ତ୍ତୀ ଚନ୍ଦ୍ର ବାରିକଙ୍କୁ ନେଇ ତଦନ୍ତକାରୀ କମିଟି ଗଠନ କରିଥିଲେ। ଏହି କମିଟି ୨୦୧୫ ସେପ୍ଟେମ୍ବର ୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ ନିକଟସ୍ଥ ଉକ୍ତ ବିବାଦୀୟ ଜମିରେ ମାପଚୁପ କରି ତଦନ୍ତ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story