ଜାନୁୟାରୀ ୧୯ରେ ଚମ୍ପୁଆ ଓ ବାଲିଗୁଡ଼ା ଏନଏସି ନିର୍ବାଚନ

ଭୁବନେଶ୍ୱର: ଚମ୍ପୁଆ ଓ ବାଲିଗୁଡ଼ା ଏନଏସି ନିର୍ବାଚନ ଜାନୁୟାରୀ ୧୯ ତାରିଖରେ ହେବ। ଏ ନେଇ ଆଜି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି। ନିର୍ବଚନ ଅଧିକାରୀ ପ୍ରକାଶ କରିଛନ୍ତି, ଡିସେମ୍ବର ୨୯ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଲାଗି ସମୟ ସୀମା ରହିଛି। ୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୫ ତାରିଖରେ ପ୍ରତ୍ୟାହାର କରାଯିବ। ୨୧ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।ଉଭୟ ଚମ୍ପୁଆ ଓ ବାଲିଗୁଡ଼ାରେ ୧୩ଟି ଲେଖାଏଁ […]

champua

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 02:36 PM IST

ଭୁବନେଶ୍ୱର: ଚମ୍ପୁଆ ଓ ବାଲିଗୁଡ଼ା ଏନଏସି ନିର୍ବାଚନ ଜାନୁୟାରୀ ୧୯ ତାରିଖରେ ହେବ। ଏ ନେଇ ଆଜି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି। ନିର୍ବଚନ ଅଧିକାରୀ ପ୍ରକାଶ କରିଛନ୍ତି, ଡିସେମ୍ବର ୨୯ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଲାଗି ସମୟ ସୀମା ରହିଛି। ୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୫ ତାରିଖରେ ପ୍ରତ୍ୟାହାର କରାଯିବ। ୨୧ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।ଉଭୟ ଚମ୍ପୁଆ ଓ ବାଲିଗୁଡ଼ାରେ ୧୩ଟି ଲେଖାଏଁ ୱାର୍ଡ ରହିଛି।

Related story