ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ

ପୁରୀ: ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ମରାମତି ପୂର୍ବରୁ ଛତିଶା ନିଯୋଗ ବୈଠକ ବସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଜଗମୋହନ ମରାମତି ପୂର୍ବରୁ ଆଜି ଗର୍ଭଗୃହ ଓ ଜଗମୋହନରେ ନୀତି ସହ ସମ୍ପୃକ୍ତ ୧୧ଟି ନିଯୋଗର ସେବାୟତଙ୍କୁ ଡାକିଥିଲା ଶ୍ରୀମନ୍ଦିର ପ୍ରଶାସନ। ତେବେ ସେବାୟତମାନେ ବୈଠକକୁ ବର୍ଜନ କରିବାରୁ କିଛି ଆଲୋଚନା ହୋଇପାରି ନ ଥିଲା।

srimandira-prashasaka-suresh mahapatra

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 05:57 PM IST

Related story