ଏନ୍‌ସେଫାଲାଇଟିସ୍‌ରେ ଆଉ ଜଣେ ଶିଶୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଉଛନ୍ତି କୋରକୋଣ୍ଡା ବ୍ଲକ କଟଲିଗୁଡ଼ା ଗାଁର ନରେଶ କବାଶି। ନରେଶଙ୍କୁ ମିଶାଇ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମଳାପଦର ଗାଁର ସୁରେଶ ମାଡକାମୀ(୪)ଙ୍କ ମୃତ୍ୟୁ ଘଟିଥିଲା। ନଭେମ୍ବର ୧୬ ତାରିଖରେ ଏନ୍‌ସେଫାଲାଇଟିସ୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

malkangiri

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 08:57 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଉଛନ୍ତି କୋରକୋଣ୍ଡା ବ୍ଲକ କଟଲିଗୁଡ଼ା ଗାଁର ନରେଶ କବାଶି। ନରେଶଙ୍କୁ ମିଶାଇ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମଳାପଦର ଗାଁର ସୁରେଶ ମାଡକାମୀ(୪)ଙ୍କ ମୃତ୍ୟୁ ଘଟିଥିଲା। ନଭେମ୍ବର ୧୬ ତାରିଖରେ ଏନ୍‌ସେଫାଲାଇଟିସ୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

Related story