ପ୍ରସୂତିଙ୍କ ପାଇଁ ପ୍ରଭୁ ସାଜିଲେ ଯବାନ: କେମିତି ଜୀବନ ଉଦ୍ଧାର କଲେ ଦେଖନ୍ତୁ ଭିଡିଓ

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ଦେବଦୂତ ସାଜିଲେ ଯବାନ। ପ୍ରସୂତିଙ୍କୁ ନଦୀ ପାର କରାଇ ଜୀବନ ବଞ୍ଚାଇଲେ BSF ଯବାନ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାନବିକତାର ପରିଚୟ ଦେଖାଇଛନ୍ତି ଯବାନ। ଡଙ୍ଗା ଯୋଗେ ପ୍ରସୂତିଙ୍କୁ ଗୁରୁପ୍ରିୟା ନଦୀ ପାର କରାଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି BSF ଯବାନ।
ଉକ୍ତ ପ୍ରସୂତି ଜନ୍ତାପାଇ ଗ୍ରାମର। ପ୍ରସୂତି ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏନେଇ ଖବର ପାଇ ବଡ଼ପଡ଼ା କ୍ୟାମ୍ପର BSF ଯବାନମାନେ ସାହାଯ୍ୟ ପାଇଁ ଆଗେଇ ଆସି ଡଙ୍ଗାରେ ନଦୀ ପାର କରାଇଥିଲେ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୮ ତାରିଖରେ ମାଲକାନଗିରି ଜିଲ୍ଲା ଜାନବାଈ ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଶୀଲ ସିଂହ ଓ ବଡପଡ଼ାର ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ଦୀପ କୁମାର ଗୁପ୍ତାଙ୍କ ନେତୃତ୍ୱରେ କିଛି ଯବାନ ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ବୋହିନେବା ସହ ଡଙ୍ଗାରେ ପାର କରି ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Ordigital Desk
• Published: Saturday, 17 February 2018
• Updated: 17 February 2018, 12:12 PM IST

Sports

Latest News

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ଦେବଦୂତ ସାଜିଲେ ଯବାନ। ପ୍ରସୂତିଙ୍କୁ ନଦୀ ପାର କରାଇ ଜୀବନ ବଞ୍ଚାଇଲେ BSF ଯବାନ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାନବିକତାର ପରିଚୟ ଦେଖାଇଛନ୍ତି ଯବାନ। ଡଙ୍ଗା ଯୋଗେ ପ୍ରସୂତିଙ୍କୁ ଗୁରୁପ୍ରିୟା ନଦୀ ପାର କରାଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି BSF ଯବାନ।
ଉକ୍ତ ପ୍ରସୂତି ଜନ୍ତାପାଇ ଗ୍ରାମର। ପ୍ରସୂତି ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏନେଇ ଖବର ପାଇ ବଡ଼ପଡ଼ା କ୍ୟାମ୍ପର BSF ଯବାନମାନେ ସାହାଯ୍ୟ ପାଇଁ ଆଗେଇ ଆସି ଡଙ୍ଗାରେ ନଦୀ ପାର କରାଇଥିଲେ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୮ ତାରିଖରେ ମାଲକାନଗିରି ଜିଲ୍ଲା ଜାନବାଈ ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଶୀଲ ସିଂହ ଓ ବଡପଡ଼ାର ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ଦୀପ କୁମାର ଗୁପ୍ତାଙ୍କ ନେତୃତ୍ୱରେ କିଛି ଯବାନ ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ବୋହିନେବା ସହ ଡଙ୍ଗାରେ ପାର କରି ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos