ଦିଗ୍‌ବିଜୟଙ୍କୁ କଡ଼ା ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା। ଗେରୁଆ ବସ୍ତ୍ରଧାରୀ ଲୋକମାନେ ମନ୍ଦିରରେ ଦୁଷ୍କର୍ମ କରୁଥିବା କହି ବିବାଦୀୟ ମନ୍ତବ୍ୟ ଦେଇଥିବା ଦିଗ୍‌ବିଜୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ବୈଜୟନ୍ତ। ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏ ବିଷୟରେ ଟ୍ୱିଟ୍‌ କରାଯାଇଛି। ସେଥିରେ ଲେଖା ଅଛି ଯେ, ଅତି ବିବାଦୀୟ ମନ୍ତବ୍ୟ ଦେବାରେ ଦିଗବିଜୟ ସିଂହ ଜଣାଶୁଣା ଏବଂ ପ୍ରାୟତଃ ତାଙ୍କର […]

ytr

ytr

Tapas Behera
  • Published: Wednesday, 18 September 2019
  • Updated: 18 September 2019, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା। ଗେରୁଆ ବସ୍ତ୍ରଧାରୀ ଲୋକମାନେ ମନ୍ଦିରରେ ଦୁଷ୍କର୍ମ କରୁଥିବା କହି ବିବାଦୀୟ ମନ୍ତବ୍ୟ ଦେଇଥିବା ଦିଗ୍‌ବିଜୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ବୈଜୟନ୍ତ। ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏ ବିଷୟରେ ଟ୍ୱିଟ୍‌ କରାଯାଇଛି।

ସେଥିରେ ଲେଖା ଅଛି ଯେ, ଅତି ବିବାଦୀୟ ମନ୍ତବ୍ୟ ଦେବାରେ ଦିଗବିଜୟ ସିଂହ ଜଣାଶୁଣା ଏବଂ ପ୍ରାୟତଃ ତାଙ୍କର ସବୁ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଦିଗରେ ଯାଇଥାଏ, ଯାହା ଏକ ସମ୍ପ୍ରଦାୟ ବିରୋଧରେ ଆତଙ୍କ ସୃଷ୍ଟି କରିବାର ଚେଷ୍ଟା କରିଥାଏ। ପ୍ରତି ନିର୍ବାଚନ ପରେ ଲୋକେ ଏଭଳି ମନ୍ତବ୍ୟଗୁଡ଼ିକର ଜବାବ ଦେଇଛନ୍ତି।

ଆଉ ଏକ ଟ୍ୱିଟ୍‌ରେ ଉଲ୍ଲେଖ ଅଛି ଯେ, ଯେଉଁ ବ୍ୟକ୍ତି ଆତଙ୍କବାଦୀ ଏବଂ ହତ୍ୟାକାରୀଙ୍କୁ ସମ୍ମାନ ଦେଇ ସମ୍ବୋଧନ କରନ୍ତି, ତାଙ୍କଠାରୁ ଆପଣ ଆଉ କ’ଣ ଆଶା କରିପାରିବେ? ଏଭଳି କହିବା ଠିକ ନୁହେଁ, ବିଭିନ୍ନ ଧର୍ମରେ ଲୋକ ଅଛନ୍ତି, ଯେଉଁମାନେ ଏଭଳି ଜଘନ୍ୟ ଅପରାଧ କରୁଛନ୍ତି ଏବଂ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଯଦି ପରିସଂଖ୍ୟାନ ଦେଖାଯାଏ, କିଛି ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ହେବ, ହିନ୍ଦୁ ସମ୍ପ୍ରଦାୟର ଲୋକ, ଗେରୁଆ ପିନ୍ଧୁଥାନ୍ତୁ ବା ନପିନ୍ଧୁଥାନ୍ତୁ,ବିଶେଷତଃ ଅପରାଧରେ ସାମିଲ ନଥାନ୍ତି। ତଥ୍ୟ କହୁଛି ଏହା ଅନ୍ୟ ସମ୍ପ୍ରଦାୟ ତୁଳନାରେ ସମ୍ଭବତଃ କମ। ଗୋଟିଏ ସମ୍ପ୍ରଦାୟ ବିରୋଧରେ କହିବା ତାଙ୍କର ବିଶେଷ ଗୁଣ, କିନ୍ତୁ ଏହାକୁ ସମର୍ଥନ ଦିଆଯାଇନାହିଁ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ ଅଛି।

ସୂଚନା ଯୋଗ୍ୟ ଯେ, ଭୋପାଳ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଗବିଜୟ କହିଥିଲେ ଯେ, ଗେରୁଆ ବସ୍ତ୍ର ପିନ୍ଧି  ଦୁଷ୍କର୍ମ କରାଯାଉଛି। ମନ୍ଦିରରେ ଦୁଷ୍କର୍ମ ହେଉଛି । କ’ଣ ଏହା ହେଉଛି ଆମର ଧର୍ମ ବୋଲି ସେ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story