ଜୟପୁର: ବକେୟା ପ୍ରାପ୍ତ ଫେରାଇଦେବା ନେଇ  ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଚାଷୀ

ଜୟପୁର:  ରବି ଫସଲରେ ଧାନ ବିକ୍ରି କରିଥିବା ଚାଷୀମାନେ ଏଯାଏଁ ଟଙ୍କା ପାଇନଥିବା ଜୟପୁର ବ୍ଲକର ଚାଷୀମାନେ ଉପଜିଲ୍ଲାପାଳ  ନିକଟରେ ଅଭିଯୋଗ କରିଛନ୍ତି। ଏହା ସହ ତୁରନ୍ତ ଟଙ୍କା ଦେବା ନେଇ ଦାବି ଜଣାଇଛନ୍ତି। ଗତ ମାସ ଜୁନ ୩୦ରେ ଚାଷୀମାନେ ଧାନ ବିକ୍ରି କରିଥିଲେ ବି ଗୋଟିଏ ମାସରୁ ଅଧିକ ସମୟ ହେଲାଣି ଏଯାଏଁ ଟଙ୍କା ପ୍ରଦାନ କରାଯାଇନଥିବାରୁ ଚାଷୀ ମାନେ ନାନାଦି ସମସ୍ୟାରେ ସମ୍ମୁଖୀନ ହେଉଥିବା କହିଛନ୍ତି। ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନଥିଲା କିପରି […]

j

j

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 05:34 AM IST

Sports

Latest News

ଜୟପୁର:  ରବି ଫସଲରେ ଧାନ ବିକ୍ରି କରିଥିବା ଚାଷୀମାନେ ଏଯାଏଁ ଟଙ୍କା ପାଇନଥିବା ଜୟପୁର ବ୍ଲକର ଚାଷୀମାନେ ଉପଜିଲ୍ଲାପାଳ  ନିକଟରେ ଅଭିଯୋଗ କରିଛନ୍ତି। ଏହା ସହ ତୁରନ୍ତ ଟଙ୍କା ଦେବା ନେଇ ଦାବି ଜଣାଇଛନ୍ତି। ଗତ ମାସ ଜୁନ ୩୦ରେ ଚାଷୀମାନେ ଧାନ ବିକ୍ରି କରିଥିଲେ ବି ଗୋଟିଏ ମାସରୁ ଅଧିକ ସମୟ ହେଲାଣି ଏଯାଏଁ ଟଙ୍କା ପ୍ରଦାନ କରାଯାଇନଥିବାରୁ ଚାଷୀ ମାନେ ନାନାଦି ସମସ୍ୟାରେ ସମ୍ମୁଖୀନ ହେଉଥିବା କହିଛନ୍ତି। ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନଥିଲା କିପରି ଧାନ ବିକ୍ରି ହେଲା ଓ କିଏ କିଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି  ଉପଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos