ପାଙ୍ଗୀ କହିଲେ, “ପାଣ୍ଡିଆନ୍‌ଙ୍କ ବୁଦ୍ଧିରେ କାମ କରୁଛନ୍ତି ନବୀନ”

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍&zwnj;ଙ୍କୁ ଟାର୍ଗେଟ କଲେ ଆଉ ଜଣେ ନେତା । କିଛି ମାସ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଜୟରାମ ପାଙ୍ଗୀ ନିଜ ଫେସ୍&zwnj;ବୁକ୍&zwnj; ପୋଷ୍ଟରେ ଲେଖିଛନ୍ତି, ନବୀନ ପଟ୍ଟନାୟକ ପାଣ୍ଡିୟାନଙ୍କ ବୁଦ୍ଧିରେ କାମ କରୁଛନ୍ତି । ଯାହାର ପରିଣାମ ବିଜେଡି ଓ ନବୀନଙ୍କ ପାଇଁ କ୍ଷତିକାରକ ହେବ। କୋରାପୁଟ ସାଂସଦ ଝିନ୍ନ ହିକକା କର୍ମୀଙ୍କ ଫୋନ୍ ଉଠାଉ ନାହାନ୍ତି କି କାହାରିକୁ ସମୟ ଦେଉନାହାନ୍ତି ବୋଲି ସେ ଲଖିଛନ୍ତି । ଏଥିପାଇଁ ଯୁବ ବିଜେଡି ବୈଠକରେ ଗଣ୍ଡଗୋଳ ହେଉଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିବା ସହ ଏଥିପାଇଁ ପାଣ୍ଡିୟାନଙ୍କ ନିର୍ଦ୍ଦେଶ ନ ଥିବା କାରଣ ଦର୍ଶାଇଛନ୍ତି ।</p> <p>ଦଳରେ ତିଷ୍ଠି ରହିବାକୁ ହେଲେ ତେଲ୍ ମାଲିସ୍ ଦରକାର । ବିଜେଡି ପାଇଁ ତ୍ୟାଗ ଓ ପରିଶ୍ରମ କଲେ ତିରସ୍କାର ମିଳେ ବୋଲି ପାଙ୍ଗୀ ଅଭିଯୋଗ କରିଛନ୍ତି । ସେହିଭଳି ବିଜେଡି ଛାଡ଼ି ଗତକାଲି ପଦ୍ମ ଧରିବା ଅବସରରେ ପୂର୍ବତନ ବିଧାୟକ ରମାରଞ୍ଜନ ମଧ୍ୟ ପୁଣି ପାଣ୍ଡିୟାନଙ୍କୁ ଟାର୍ଗେଟ୍&nbsp; କରିଥିଲେ ।</p>

Ordigital Desk
  • Published: Sunday, 21 January 2018
  • Updated: 21 January 2018, 10:10 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍&zwnj;ଙ୍କୁ ଟାର୍ଗେଟ କଲେ ଆଉ ଜଣେ ନେତା । କିଛି ମାସ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଜୟରାମ ପାଙ୍ଗୀ ନିଜ ଫେସ୍&zwnj;ବୁକ୍&zwnj; ପୋଷ୍ଟରେ ଲେଖିଛନ୍ତି, ନବୀନ ପଟ୍ଟନାୟକ ପାଣ୍ଡିୟାନଙ୍କ ବୁଦ୍ଧିରେ କାମ କରୁଛନ୍ତି । ଯାହାର ପରିଣାମ ବିଜେଡି ଓ ନବୀନଙ୍କ ପାଇଁ କ୍ଷତିକାରକ ହେବ। କୋରାପୁଟ ସାଂସଦ ଝିନ୍ନ ହିକକା କର୍ମୀଙ୍କ ଫୋନ୍ ଉଠାଉ ନାହାନ୍ତି କି କାହାରିକୁ ସମୟ ଦେଉନାହାନ୍ତି ବୋଲି ସେ ଲଖିଛନ୍ତି । ଏଥିପାଇଁ ଯୁବ ବିଜେଡି ବୈଠକରେ ଗଣ୍ଡଗୋଳ ହେଉଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିବା ସହ ଏଥିପାଇଁ ପାଣ୍ଡିୟାନଙ୍କ ନିର୍ଦ୍ଦେଶ ନ ଥିବା କାରଣ ଦର୍ଶାଇଛନ୍ତି ।</p><p>ଦଳରେ ତିଷ୍ଠି ରହିବାକୁ ହେଲେ ତେଲ୍ ମାଲିସ୍ ଦରକାର । ବିଜେଡି ପାଇଁ ତ୍ୟାଗ ଓ ପରିଶ୍ରମ କଲେ ତିରସ୍କାର ମିଳେ ବୋଲି ପାଙ୍ଗୀ ଅଭିଯୋଗ କରିଛନ୍ତି । ସେହିଭଳି ବିଜେଡି ଛାଡ଼ି ଗତକାଲି ପଦ୍ମ ଧରିବା ଅବସରରେ ପୂର୍ବତନ ବିଧାୟକ ରମାରଞ୍ଜନ ମଧ୍ୟ ପୁଣି ପାଣ୍ଡିୟାନଙ୍କୁ ଟାର୍ଗେଟ୍&nbsp; କରିଥିଲେ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos