ଝାରସୁଗୁଡ଼ାରେ ମହାନଦୀ ପାଣି ବଞ୍ଚାଅ ସମାବେଶ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ସିମିଲିଆରେ ସିପିଆଇର ମହାନଦୀ ପାଣି ବଞ୍ଚାଅ ସମାବେଶ ଆରମ୍ଭ ହୋଇଛି। ଛତିଶଗଡ଼ରୁ ବାହାରିଥିବା ମହାନଦୀ  ପାଣି ସମିଳିଆଠାରେ ସ୍ପର୍ଶ କରିଥିବାରୁ  ସିପିଆଇ ଏଠାରେ ସମାବେଶ କରୁଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ର ସିପିଆର ନେତାମାନେ ଯୋଗ ଦେଇଛନ୍ତି। ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାଏକଙ୍କ ସହ ବହୁ ବରିଷ୍ଠ ନେତା ଓ ଛତିଶଗଡ଼ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ ଚିତ୍ତରଞ୍ଜନ ବକ୍ସି ପ୍ରମୁଖ ଯୋଗ ଦେଇଛନ୍ତି।

jharsuguda

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 02:00 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ସିମିଲିଆରେ ସିପିଆଇର ମହାନଦୀ ପାଣି ବଞ୍ଚାଅ ସମାବେଶ ଆରମ୍ଭ ହୋଇଛି। ଛତିଶଗଡ଼ରୁ ବାହାରିଥିବା ମହାନଦୀ  ପାଣି ସମିଳିଆଠାରେ ସ୍ପର୍ଶ କରିଥିବାରୁ  ସିପିଆଇ ଏଠାରେ ସମାବେଶ କରୁଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ର ସିପିଆର ନେତାମାନେ ଯୋଗ ଦେଇଛନ୍ତି।

ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାଏକଙ୍କ ସହ ବହୁ ବରିଷ୍ଠ ନେତା ଓ ଛତିଶଗଡ଼ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ ଚିତ୍ତରଞ୍ଜନ ବକ୍ସି ପ୍ରମୁଖ ଯୋଗ ଦେଇଛନ୍ତି।

Related story