ପୁସ୍ତକରେ ସ୍ଥାନ ପାଇଲା ଝୁଲିମାଙ୍କ ସଂଘର୍ଷର କାହାଣୀ

ଫୁଲବାଣୀ (ତ୍ରିନାଥ ସାହୁ): ପୁଣି ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲାର ଝୁଲିମା ମଲ୍ଲିକ। ‘we are the champions’ ନାମକ ପୁସ୍ତକରେ ତାଙ୍କ ଜୀବନର କାହାଣୀ ସ୍ଥାନ ପାଇଛି। ‘ବାଲ୍ୟ ବିବାହ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ’ ଦେବା ଉପରେ ସେ ଯେଉଁ ସଂଘର୍ଷ କରିଛନ୍ତି, ସେହି କାହାଣୀ ଏହି ପୁସ୍ତକରେ ଉଲ୍ଲେଖ ହୋଇଛି। ଏହି ପୁସ୍ତକରେ ଦେଶର  ସମୁଦାୟ ୧୫ ଜଣ ସାମାଜିକ ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱଙ୍କ କାହାଣୀ ସ୍ଥାନ ପାଇଛି।  ଆଉ ଏହି ପୁସ୍ତକ […]

kandhmal

kandhmal

Jyoshna Pradhan
  • Published: Monday, 27 January 2020
  • Updated: 27 January 2020, 02:53 PM IST

ଫୁଲବାଣୀ (ତ୍ରିନାଥ ସାହୁ): ପୁଣି ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲାର ଝୁଲିମା ମଲ୍ଲିକ। ‘we are the champions’ ନାମକ ପୁସ୍ତକରେ ତାଙ୍କ ଜୀବନର କାହାଣୀ ସ୍ଥାନ ପାଇଛି। ‘ବାଲ୍ୟ ବିବାହ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ’ ଦେବା ଉପରେ ସେ ଯେଉଁ ସଂଘର୍ଷ କରିଛନ୍ତି, ସେହି କାହାଣୀ ଏହି ପୁସ୍ତକରେ ଉଲ୍ଲେଖ ହୋଇଛି। ଏହି ପୁସ୍ତକରେ ଦେଶର  ସମୁଦାୟ ୧୫ ଜଣ ସାମାଜିକ ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱଙ୍କ କାହାଣୀ ସ୍ଥାନ ପାଇଛି।  ଆଉ ଏହି ପୁସ୍ତକ ଦେଶର ସ୍ୱନାମଧନ୍ୟ ଲେଖିକା ରଶ୍ମି ବଂଶଲ ଓ ଦେବେନ୍ଦ୍ର ତକ୍‌ଙ୍କ ଦ୍ୱାରା  ଲେଖା ଯାଇଛି।

ଏହି ପୁସ୍ତକ ରାଜସ୍ଥାନ ଜୟପୁରରେ ଚାଲିଥିବା ‘ଲିଟରେସି ଫେଷ୍ଟିଭାଲ୍‌’ରେ ଉନ୍ମୋଚିତ ହୋଇ ଯାଇଛି। ଏହି  ପୁସ୍ତକ ଉନ୍ମୋଚନ ସମୟରେ ରାଜସ୍ଥାନର ରାଜକୁମାରୀ ତଥା ସାଂସଦ ଦୀୟା କୁମାରୀ, ଆନ୍ତର୍ଜାତିକ ସଂସ୍ଥା ସେଭ୍‌ ଦି  ଚିଲଡ୍ରେନ୍‌ର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧ୍ୟକ୍ଷ ଅରୁଣ ମାଇରା ତଥା ଲେଖିକା ରଶ୍ମୀ ବଂଶଲ ଓ ଝୁଲିମା ମଲ୍ଲିକ ଉପସ୍ଥିତ ରହିଥିଲେ।

କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ ଓ ସେଭ୍‌ ଦି ଚିଲଡ୍ରେନ୍‌’ ଦ୍ୱାରା ୨୦୧୬ ମସିହାରେ ଝୁଲିମା ସ୍ୱେଚ୍ଛାସେବୀ ଭାବରେ  ନିଜର ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ଘର କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ବାନ୍ଦୁଡ଼ି ଅଞ୍ଚଳରେ। ସେ ମୁଖ୍ୟତଃ ବାଲ୍ୟ ବିବାହ ବିରୋଧ, ବାଳିକା ଶିକ୍ଷାର ପ୍ରଚାର ପ୍ରସାର, ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିଶୋରୀ ବାଳିକାମାନଙ୍କୁ ସଚେତନ କରିବା ସହିତ ଶିଶୁ ଅଧିକାର ଦିଗରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ କେ. ନୂଆଗାଁ ବ୍ଲକ୍‌ ସ୍ତରୀୟ ଅନନ୍ୟା ବାଳିକା ମହାସଂଘର ସଭାନେତ୍ରୀ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଝୁଲିମା ନିଜର ପ୍ରଚେଷ୍ଟାରେ ୧୨ଟି ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇ ପାରିଛନ୍ତି। ସେ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ଭି- ଆୱାର୍ଡ’ରେ ସମ୍ମାନିତ ହୋଇଛନ୍ତି। ସାରା ଭାରତରୁ ୧୦ ଜଣଙ୍କୁ ଏହି ଆୱାର୍ଡ ମିଳିଥିବା ବେଳେ ଓଡ଼ିଶାରୁ ଏକ ମାତ୍ର ଝିଅ ଭାବେ ଝୁଲିମାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story