ସବାଇ ଘାସ ଓ ଶାଳପତ୍ରକୁ ଜିଏସ୍‌ଟି ମୁକ୍ତ କରିବାକୁ ଦାବି

<p>ବାରିପଦା (ଓଡ଼ିଶା ରିପୋର୍ଟର): ସବାଇ ଘାସ ଓ ଶାଳପତ୍ରରେ ନିର୍ମିତ ସାମଗ୍ରୀକୁ ଜିଏସ୍&zwnj;ଟି ମୁକ୍ତ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ଆଜି ଜେଏମ୍&zwnj;ଏସ୍&zwnj; ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖିରେ ପ୍ରାୟ ୫ଲକ୍ଷ ଲୋକ ଶାଳପତ୍ର ଓ ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାର କରିଥାନ୍ତି। ଜିଏସଟି ଲାଗୁ ହେବା ପରେ ଏହାର ପ୍ରଭାବ ବ୍ୟବସାୟୀ ଉପରେ ପଡୁଥିବା ଜେଏମ୍ଏସ୍ ଅଭିଯୋଗ କରାଯାଇଛି। ଏନେଇ ଜେଏମ୍&zwnj;ଏସ୍&zwnj; ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ଶହଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।</p>

Ordigital Desk
  • Published: Thursday, 09 November 2017
  • Updated: 09 November 2017, 06:08 PM IST

Sports

Latest News

<p>ବାରିପଦା (ଓଡ଼ିଶା ରିପୋର୍ଟର): ସବାଇ ଘାସ ଓ ଶାଳପତ୍ରରେ ନିର୍ମିତ ସାମଗ୍ରୀକୁ ଜିଏସ୍&zwnj;ଟି ମୁକ୍ତ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ଆଜି ଜେଏମ୍&zwnj;ଏସ୍&zwnj; ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖିରେ ପ୍ରାୟ ୫ଲକ୍ଷ ଲୋକ ଶାଳପତ୍ର ଓ ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାର କରିଥାନ୍ତି। ଜିଏସଟି ଲାଗୁ ହେବା ପରେ ଏହାର ପ୍ରଭାବ ବ୍ୟବସାୟୀ ଉପରେ ପଡୁଥିବା ଜେଏମ୍ଏସ୍ ଅଭିଯୋଗ କରାଯାଇଛି। ଏନେଇ ଜେଏମ୍&zwnj;ଏସ୍&zwnj; ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ଶହଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos