ଭୂତାଣୁର ଭୟ ଭିତରେ ଜୀବନ ଓ ଜୀବିକା ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୂତାଣୁର ଭୟ ଭିତରେ ପ୍ରଥମେ ଜୀବନ ଆଉ ଏବେ ଜୀବିକା ଚିନ୍ତା । ୩ ମାସ କରୋନା ସହ ଜୁଝିବା ପରେ ଏବେ ପେଟ ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକଙ୍କ ପାଇଁ MGNREGSରେ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛନ୍ତି ସତ, ହେଲେ ଏହା ସମୁଦ୍ରକୁ ଶଙ୍ଖେ ପରି । ତେଣୁ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକଙ୍କୁ କାମ ମିଳୁନଥିବା ଅଭିଯୋଗ ହୋଇଛି । ଏଣେ […]

labour

labour

Tapas Behera
  • Published: Monday, 29 June 2020
  • Updated: 29 June 2020, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୂତାଣୁର ଭୟ ଭିତରେ ପ୍ରଥମେ ଜୀବନ ଆଉ ଏବେ ଜୀବିକା ଚିନ୍ତା । ୩ ମାସ କରୋନା ସହ ଜୁଝିବା ପରେ ଏବେ ପେଟ ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକଙ୍କ ପାଇଁ MGNREGSରେ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛନ୍ତି ସତ, ହେଲେ ଏହା ସମୁଦ୍ରକୁ ଶଙ୍ଖେ ପରି । ତେଣୁ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକଙ୍କୁ କାମ ମିଳୁନଥିବା ଅଭିଯୋଗ ହୋଇଛି । ଏଣେ ପଟେପାଟଣାକୁ ନେଇ ଶ୍ରମିକ ଡହଳ ବିକଳ ହେଉଥିବା ବେଳେ, କିଛି ସ୍ଥାନରେ ମେସିନ ମଣିଷର କାମ କରୁଥିବା ନଜରକୁ ଆସିଛି । କିଛି ସ୍ଥାନରେ କ୍ୱାରେଣ୍ଟାଇନ ସେଣ୍ଟର ଥିବା ଲୋକ ଏପରିକି ମୃତକଙ୍କ ନାଁ ବି ମଷ୍ଟରରୋଲରେ ଚଢାଇ ଟଙ୍କା ଉଠାଯାଇଛି । ରାଜ୍ୟକୁ ୫ ଲକ୍ଷ ୮୦ ହଜାରରୁ ଅଧିକ ପ୍ରବାସୀ ଫେରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story