ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି  ହୋଇଛି ।  ଦାବି ପୂରଣ ନହେଲେ ବିଧାନସଭା ଘେରାଉର ଚେତାବନୀ ମଧ୍ୟ ଦିଆଯାଇଛି। ଦରକାର ପଡ଼ିଲେ ନବୀନ ନିବାସ ମଧ୍ୟ ଘେରାଉ କରାଯିବ ବୋଲି କହିଛନ୍ତି  ଗଣମାଧ୍ୟମ ପ୍ରତିନିଧି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦଦିକମାନେ ରାଜନେତାଙ୍କ ଆକ୍ରୋଶର ଶିକାର ହେଉଥିବାରୁ ଆସନ୍ତା […]

bbsr-2-1

bbsr-2-1

Niharika Rout
  • Published: Thursday, 07 November 2019
  • Updated: 07 November 2019, 01:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି  ହୋଇଛି ।  ଦାବି ପୂରଣ ନହେଲେ ବିଧାନସଭା ଘେରାଉର ଚେତାବନୀ ମଧ୍ୟ ଦିଆଯାଇଛି। ଦରକାର ପଡ଼ିଲେ ନବୀନ ନିବାସ ମଧ୍ୟ ଘେରାଉ କରାଯିବ ବୋଲି କହିଛନ୍ତି  ଗଣମାଧ୍ୟମ ପ୍ରତିନିଧି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦଦିକମାନେ ରାଜନେତାଙ୍କ ଆକ୍ରୋଶର ଶିକାର ହେଉଥିବାରୁ ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ  ମଧ୍ୟ ଦାବି ହୋଇଛି।

ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର ଘଟଣାରେ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଜଣେ ସାଂସଦଙ୍କ ଏପରି ଔଦ୍ଧତ୍ୟକୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ କଡ଼ା  କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଜଣେ ସାମ୍ବାଦିକଙ୍କ ପ୍ରତି ଅନୁଭବଙ୍କ ଏପରି ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱରରେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ପ୍ରତିବାଦ କରିଛନ୍ତି । ରାଜାରାମ ଶତପଥୀ, କେ. ରବି. ପ୍ରସନ୍ନ ମହାନ୍ତି, ଦୟାନିଧୀ ଦାସଙ୍କ ପରି ବରିଷ୍ଠ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ରାପଡ଼ା ସାଂସଦଙ୍କ ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story