ତୃତୀୟଥର ଚାମ୍ପିଅନ ହେଲା ଜେ.ଏସ୍.ପି.ଏଲ୍. ପ୍ରୋତ୍ସାହିତ କେନ୍ଦୁଝର ଜିଲ୍ଲାର ଉଷୁ ଟିମ୍

ବଡ଼ବିଲ (ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ (ଜେଏସ୍ ପିଏଲ୍)ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ (ସି.ଏସ.ଆର.) ଆର୍ମ, ଜେଏସ୍ ପିଏଲ୍ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ସ୍ଥାନୀୟ ଉଷୁ ଟିମ୍, ଗତ ୨୩ ଏବଂ ୨୪ ତାରିଖ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ଚାମ୍ପିଅନସିପରେ ଲଗIତାର ତୃତୀୟ ବର୍ଷ ପାଇଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିବା ଏହି ଟିମ୍ ଏହା ପୂର୍ବରୁ, ୨୦୧୫ ଏବଂ ୨୦୧୬ ରେ ଅନୁଷ୍ଠିତ […]

Ushu

Ushu

Ordigital Desk
  • Published: Wednesday, 27 December 2017
  • Updated: 27 December 2017, 12:00 PM IST

Sports

Latest News

ବଡ଼ବିଲ (ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ (ଜେଏସ୍ ପିଏଲ୍)ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ (ସି.ଏସ.ଆର.) ଆର୍ମ, ଜେଏସ୍ ପିଏଲ୍ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ସ୍ଥାନୀୟ ଉଷୁ ଟିମ୍, ଗତ ୨୩ ଏବଂ ୨୪ ତାରିଖ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ଚାମ୍ପିଅନସିପରେ ଲଗIତାର ତୃତୀୟ ବର୍ଷ ପାଇଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।

କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିବା ଏହି ଟିମ୍ ଏହା ପୂର୍ବରୁ, ୨୦୧୫ ଏବଂ ୨୦୧୬ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ଚାମ୍ପିଅନସିପରେ ମଧ୍ୟ ଚାମ୍ପିଅନ ହୋଇଥିଲା। ରବିବାର ଉଦଯାପିତ ଏହି ପ୍ରତିଯୋଗିତାରେ ଦଳ ୫୭ଟି ମେଡାଲ୍ (୩୨ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଏବଂ ୧୫-କାଂସ୍ୟ) ସହ ପଦକ ତାଲିକାର ଶୀର୍ଷରେ ରହିଛି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଦଳ ଯଥାକ୍ରମେ ୫୦ ଓ ୩୧ଟି ପଦକ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

ଜେଏସ୍ ପିଏଲ ବଡବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଜି.ସୁରେଶା ଏହି ୮୦ ଜଣିଆ ବିଜୟୀ ଦଳ ସହ କୋଚ୍ ଶ୍ରୀ ପଙ୍କଜ କୁମାର ମହାନ୍ତ, ଟିମ୍ ମ୍ୟାନେଜର ପୁରନ୍ଦର ଗିରି ଏବଂ ସହାୟକ ପ୍ରଫୁଲ୍ଲ କୁମାର ବାରିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଜାତୀୟ ପ୍ରତିଯୋଗିତାରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବାକୁ ମଧ୍ୟ ଉତ୍ସାହିତ କରିଥିଲେ। ଏହି ଅବସରରେ ଶ୍ରୀ ସୁରେଶା କହିଲେ- “ଏହା ଆମ ସମସ୍ତଙ୍କର ତଥା ଜେଏସ୍‌ପିଏଲ୍ ଫାଉଣ୍ଡେସନ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ। ବର୍ଷକୁ ବର୍ଷ ପିଲାମାନଙ୍କର ପ୍ରଦର୍ଶନରେ ଉନ୍ନତି ଏହା ପ୍ରମାଣ କରୁଛି ଯେ, ସେମାନେ ନିଜର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଠାରେ ସର୍ବୋତ୍ତମ କୋଚିଂ ଏବଂ ଅନ୍ୟIନ୍ୟ ସୁବିଧା ସବୁ ପାଇ ପାରୁଛନ୍ତି। ମୋର ବିଶ୍ୱାସ, ଏହି ପିଲାମାନଙ୍କୁ ଆହୁରି ଅଧିକ ସୁବିଧା ମିଳିଲେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିପାରିବେ।”

ଭୁବନେଶ୍ୱର ଉଷୁ ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ, ଏହି ଦଳ ସବ୍-ଜୁନିଅର୍ (ଉଭୟ ପୁରୁଷ ଓ ମହିଳା) ବିଭାଗରେ ସମସ୍ତ ୧୫ଟି ସ୍ୱର୍ଣ୍ଣ ଏବଂ ସିନିଅର୍ ପୁରୁଷ ଓ ମହିଳା ବିଭାଗରେ ୫ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛି I ସିନିଅର୍ ମହିଳା ବିଭାଗରେ ସୁକାନ୍ତି ମୁଣ୍ଡା ବେଷ୍ଟ ଫାଇଟର୍ ଆଖ୍ୟା ଅର୍ଜନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ସିଆଳିଯୋଡ଼ାଠାରେ ଗତ ୭ ବର୍ଷ ଧରି ଦେଓଝର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗୁଡ଼ିକର, ୭ରୁ ୧୪ ବର୍ଷର ବାଳକ-ବାଳିକା ମାନେ ଶ୍ରୀ ମୁଣ୍ଡାଙ୍କ ଅଧୀନରେ ଉଷୁ ଏବଂ କିକ୍ ବକ୍ସିଂ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ଏହି ସଂଖ୍ୟା ଏବେ ୧୫୦ରେ ପହଞ୍ଚିଛି। ଜେ.ଏସ୍.ପି.ଏଲ. ଫାଉଣ୍ଡେସନ ପଛୁଆ ଜାତିର ଯୁବକ ଯୁବତୀ ମାନଙ୍କୁ କିକ୍ ବକ୍ସିଂ, ଜୁଡୋ, ଉଶୁ ଶିକ୍ଷା ଓ ଅଭ୍ୟାସ ନିମନ୍ତେ କୋଚିଂ ସମେତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଆସୁଛି। ଅତୀତରେ ଏହି ଯୁବକ ଯୁବତୀ ମାନେ ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story