ଜେଏସଡବ୍ଲ୍ୟୁକୁ ଜମି,ଜଳ ଓ ବିଦ୍ୟୁତ୍ ମିଳିଲା: ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁରର ପ୍ରସ୍ତାବିତ ପୋସ୍କୋ ଅଂଚଳରେ ସାଜ୍ଜନ ଜିନ୍ଦଲଙ୍କ  ଜେଏସଡବ୍ଲ୍ୟୁ ଖୁବଶୀଘ୍ର ବାର୍ଷିକ ୧୩.୨ ନିୟୁତ ଟନ୍ ମେଗା ଇସ୍ପାତ କାରଖାନା ନିର୍ମାଣ କରିବ। ରାଜ୍ୟ ସରକାର ଇତିମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁକୁ ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେଇ ନିଜର ବ୍ୟଗ୍ରତା ଦେଖାଇଥିବାବେଳେ କମ୍ପାନୀ ମଧ୍ୟ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜେଏସଡବ୍ଲ୍ୟୁ ଘୋଷଣା କରିଛି। […]

jsw

jsw

Tapas Behera
  • Published: Monday, 24 August 2020
  • Updated: 24 August 2020, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁରର ପ୍ରସ୍ତାବିତ ପୋସ୍କୋ ଅଂଚଳରେ ସାଜ୍ଜନ ଜିନ୍ଦଲଙ୍କ  ଜେଏସଡବ୍ଲ୍ୟୁ ଖୁବଶୀଘ୍ର ବାର୍ଷିକ ୧୩.୨ ନିୟୁତ ଟନ୍ ମେଗା ଇସ୍ପାତ କାରଖାନା ନିର୍ମାଣ କରିବ। ରାଜ୍ୟ ସରକାର ଇତିମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁକୁ ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେଇ ନିଜର ବ୍ୟଗ୍ରତା ଦେଖାଇଥିବାବେଳେ କମ୍ପାନୀ ମଧ୍ୟ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜେଏସଡବ୍ଲ୍ୟୁ ଘୋଷଣା କରିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସାଜ୍ଜନ ଜିନ୍ଦଲଙ୍କ ସହ ଓଡ଼ିଶା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଜଗତସିଂହପୁର ଜିଲ୍ଲାର ଜଟାଧାରଠାରେ ବାର୍ଷିକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ପ୍ରକଳ୍ପ ଖୁବଶୀଘ୍ର ହେବ ବୋଲି ଜେଏସଡବ୍ଲ୍ୟୁ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ପ୍ରକଳ୍ପ ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଶ୍ରୀ ଜିନ୍ଦଲ କହିବା ସହ ରାଜ୍ୟ ସରକାର ଯୋଗାଇ ଦେଇଥିବା ସହାୟତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜେଏସଡବ୍ଲ୍ୟୁ ଏବେ ସମ୍ବଲପୁର ଆଇଆଇଏମ୍ ସହ ମିଶି ‘ଜେଏସଡବ୍ଲ୍ୟୁ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ ଫର ଓଡ଼ିଶା’ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ସୁନ୍ଦରଗଡ଼ର କୋଇଡ଼ାଠାରେ ଜେଏସଡବ୍ଲ୍ୟୁ ପକ୍ଷରୁ ୧୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ଓ ଗୋଟିଏ ସ୍କୁଲ ପିପିପି ମୋଡରେ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି। ଏହା ମାଧ୍ୟମରେ କମ୍ପାନୀ ସ୍ଥାନୀୟ ଖଣି ଅଂଚଳରେ ଲୋକଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏସବୁ ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକ୍ଷମ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜେଏସଡବ୍ଲ୍ୟୁକୁ ରାଜ୍ୟ ସମ୍ବଳର ସର୍ବାଧିକ ଭାଲ୍ୟୁ ଆଡିସନ୍ ମାଧ୍ୟମରେ ରାଜସ୍ୱ ସୃଷ୍ଟି ଓ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ,ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story