ବ୍ରହ୍ମପୁର: ୩୦ ଜୁଆଡି ଗିରଫ, ୪ଲକ୍ଷ ୬ ହଜାର ଟଙ୍କା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ୍‌ ଆଜି ଶ୍ରୀରାମନଗର ଓ କାଳୁପାତ୍ର ସାହିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍‌ ୪ ଲକ୍ଷ ୬ହଜାର ଟଙ୍କ।, ତାସ୍ ପ୍ୟାକେଟ୍, ୩୦ଟି ମୋବାଇଲ୍ ଜବତ କରିଛି। ଶ୍ରୀରାମନଗର ସାହିର ଜଣକ ଘରେ ଜୁଆ ଆଡ୍ଡା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ୍‌ ଉକ୍ତ ଘରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବା ସହିତ ୬୦୦୦ ଟଙ୍କ। […]

JUA

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 05:53 PM IST

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ୍‌ ଆଜି ଶ୍ରୀରାମନଗର ଓ କାଳୁପାତ୍ର ସାହିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍‌ ୪ ଲକ୍ଷ ୬ହଜାର ଟଙ୍କ।, ତାସ୍ ପ୍ୟାକେଟ୍, ୩୦ଟି ମୋବାଇଲ୍ ଜବତ କରିଛି।

ଶ୍ରୀରାମନଗର ସାହିର ଜଣକ ଘରେ ଜୁଆ ଆଡ୍ଡା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ୍‌ ଉକ୍ତ ଘରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବା ସହିତ ୬୦୦୦ ଟଙ୍କ। ଜବତ କରିଥିଲା। ସେହିପରି କାଳୁପାତ୍ର ସାହିରେ ୨୪ ଜଣଙ୍କୁ ଗିରଫ ସହିତ ୪ଲକ୍ଷ ଟଙ୍କ। ଜବତ କରିଥିଲା।

Related story