୩୦ ବର୍ଷ ପରେ ମିଳିଲା ଦଣ୍ଡ: ୭୮ ବର୍ଷ ବୟସରେ ଯିବେ ଜେଲ୍

ବାରିପଦା: ୩୦ ବର୍ଷ ତଳର ଏକ ଅପରାଧ ପାଇଁ ସଜା ଭୋଗିବାକୁ ଯାଉଛନ୍ତି ୭୮ ବର୍ଷ ବୟସର ଜଣେ ଅଭିଯୁକ୍ତ। ଅର୍ଥାତ ୩୦ ବର୍ଷ ପରେ ଆସିଛି ରାୟ। ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଚାକିରି ସମୟରେ ଏକ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଭଦ୍ରକ ଅମରଗଡ଼ିଆ ଗାଁର ଆନନ୍ଦ ଚରଣ ନାୟକଙ୍କ ବିରୋଧରେ ଏଭଳି ସଜା ଶୁଣାଇଛନ୍ତି ବାରିପଦା ଭିଜିଲାନ୍ସ କୋର୍ଟ। ୧୯୮୫-୮୬ ମସିହାର […]

pp

pp

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 07:36 PM IST

Sports

Latest News

ବାରିପଦା: ୩୦ ବର୍ଷ ତଳର ଏକ ଅପରାଧ ପାଇଁ ସଜା ଭୋଗିବାକୁ ଯାଉଛନ୍ତି ୭୮ ବର୍ଷ ବୟସର ଜଣେ ଅଭିଯୁକ୍ତ। ଅର୍ଥାତ ୩୦ ବର୍ଷ ପରେ ଆସିଛି ରାୟ। ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଚାକିରି ସମୟରେ ଏକ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଭଦ୍ରକ ଅମରଗଡ଼ିଆ ଗାଁର ଆନନ୍ଦ ଚରଣ ନାୟକଙ୍କ ବିରୋଧରେ ଏଭଳି ସଜା ଶୁଣାଇଛନ୍ତି ବାରିପଦା ଭିଜିଲାନ୍ସ କୋର୍ଟ।

୧୯୮୫-୮୬ ମସିହାର କଥା। ମୟୂରଭଞ୍ଜ ଉଦଳା ବ୍ଲକ୍‌ରେ ସାମାଜିକ ଶିକ୍ଷା ସଂଗଠକ ଥିଲେ ଆନନ୍ଦ। ସେହି ସମୟରେ ଗର୍ଭବତୀ ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ୪,୫୪,୯୨୦ ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍‌। ତା’ପରେ କୋର୍ଟରେ ଚାଲିଲା ବିଚାର ପ୍ରକ୍ରିୟା। ଅପରାଧ ଘଟିବାର ୩୦ ବର୍ଷ ପରେ ଆସିଛି ରାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story