ଯୁକ୍ତ୨ ଓ ଯୁକ୍ତ ୩ରେ ବଢିବ ସିଟ୍ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ୨୦୧୫-୧୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ସିଟ୍ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏନେଇ ସୂଚନା ଦେବା ସହ କଲେଜର ଭିତ୍ତିଭୂମିକୁ ଦେଖି ସିଟ୍ ବଢ଼ାଯିବ ବୋଲି କହିଛନ୍ତି। ଚଳିତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିବେ। ଏହାକୁ […]

pradeep panigrahi

pradeep panigrahi

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 09:40 AM IST

Sports

Latest News

ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ୨୦୧୫-୧୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ସିଟ୍ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏନେଇ ସୂଚନା ଦେବା ସହ କଲେଜର ଭିତ୍ତିଭୂମିକୁ ଦେଖି ସିଟ୍ ବଢ଼ାଯିବ ବୋଲି କହିଛନ୍ତି। ଚଳିତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିବେ। ଏହାକୁ ଆଖି ଆଗରେ ରଖି ସିଟ୍ ସଂଖ୍ୟା ବଢ଼ାଇବା ପାଇଁ ନିଷ୍ପତ୍ତି କରାଯାଇଛି। ତେବେ ୨୦ ପ୍ରତିଶତ ସିଟ୍ ବଢ଼ାଇବା ପାଇଁ ଯୋଜନା କରାଯାଇଥିବା ବେଳେ ସମଗ୍ର ରାଜ୍ୟରେ ପ୍ରାୟ ଏକ ଲକ୍ଷ ସିଟ୍ ବଢ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos