ଯୁକ୍ତ ଦୁଇ ପରୀକ୍ଷାଫଳ: ଝିଅମାନେ ପୁଣି ଆଗରେ

ଭୁବନେଶ୍ୱର: ଗତବର୍ଷ ଭଳି ଯୁକ୍ତ ଦୁଇ ପରୀକ୍ଷାରେ ଏଥର ବି ଝିଅମାନଙ୍କ ଫଳାଫଳ ଭଲ ରହିଛି। ଝିଅମାନେ ପୁଅମାନଙ୍କ ଠାରୁ ଆଗରେ ରହିଛନ୍ତି। ଏଥର ସାମଗ୍ରିକ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଝିଅ ମାନଙ୍କ ପାସ୍ ହାର ଅଧିକ ରହିଛି। କଳାରେ ୮୧.୪୯% ଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୮୩.୨୩% ଓ ୭୫.୬୭% ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ କଳାରେ ୭୦.୧୬% ଛାତ୍ର ପାସ୍ କରିଥିବା ବେଳେ ବିଜ୍ଞାନ ଓ […]

girls

girls

Rakesh Mallick
  • Published: Monday, 01 June 2015
  • Updated: 01 June 2015, 05:58 AM IST

Sports

Latest News

ଭୁବନେଶ୍ୱର: ଗତବର୍ଷ ଭଳି ଯୁକ୍ତ ଦୁଇ ପରୀକ୍ଷାରେ ଏଥର ବି ଝିଅମାନଙ୍କ ଫଳାଫଳ ଭଲ ରହିଛି। ଝିଅମାନେ ପୁଅମାନଙ୍କ ଠାରୁ ଆଗରେ ରହିଛନ୍ତି। ଏଥର ସାମଗ୍ରିକ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଝିଅ ମାନଙ୍କ ପାସ୍ ହାର ଅଧିକ ରହିଛି।

କଳାରେ ୮୧.୪୯% ଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୮୩.୨୩% ଓ ୭୫.୬୭% ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ କଳାରେ ୭୦.୧୬% ଛାତ୍ର ପାସ୍ କରିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୭୮.୫୧% ଓ ୬୬.୮୦% ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୧୧.୩୩% ଅଧିକ ରହିଛି। ସେହିପରି ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ଠାରୁ ୪.୨୨% ଅଧିକ ରହିଛି। ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୮.୮୭% ଅଧିକ ରହିଛି।

ଗତବର୍ଷ ସାମଗ୍ରିକ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନଙ୍କ ପାସ୍ ହାର ୭୨.୫୮% ରହିଥିଲା। ଆଉ ଛାତ୍ରମାନଙ୍କ ପାସ୍ ହାର ରହିଥିଲା ୬୪.୧୭%।  ଅର୍ଥାତ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଗତବର୍ଷ ୮.୪୧% ଅଧିକ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story