ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କଲା ବସ ମାଲିକ ସଂଘ

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ନେଇ ପରିବହନ ମନ୍ତ୍ରୀ ରମେଶ ମାଝିଙ୍କ ସହ ଆଲୋଚନା କରିଛନ୍ତି ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା। ଦାବି ପୂରଣ ନହେଲେ ଆସନ୍ତା ଜୁନ ୫ରୁ ଧର୍ମଘଟ କରିବ ବୋଲି ସଂଘ ନିଷ୍କତ୍ତି ନେଇଛି। ସଂଘପକ୍ଷରୁ ମନ୍ତ୍ରୀଙ୍କ ସହ ଏବେ ବି କଥାବର୍ତ୍ତା ଚାଲୁ ରହିଛି। ସଂଘପକ୍ଷରୁ ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ଗୁଡିକ ହେଲା ବୃଦ୍ଧି ଓ ହ୍ରାସ ଅନୁସାରେ ବସ୍ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ ଲାଗି ଅଟୋମେଟିକ୍ ମେକାନିଜମ୍ ଲାଗୁ, […]

government-hikes-bus-fare

government-hikes-bus-fare

Rakesh Mallick
  • Published: Friday, 15 May 2015
  • Updated: 16 May 2015, 06:59 AM IST

Sports

Latest News

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ନେଇ ପରିବହନ ମନ୍ତ୍ରୀ ରମେଶ ମାଝିଙ୍କ ସହ ଆଲୋଚନା କରିଛନ୍ତି ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା। ଦାବି ପୂରଣ ନହେଲେ ଆସନ୍ତା ଜୁନ ୫ରୁ ଧର୍ମଘଟ କରିବ ବୋଲି ସଂଘ ନିଷ୍କତ୍ତି ନେଇଛି। ସଂଘପକ୍ଷରୁ ମନ୍ତ୍ରୀଙ୍କ ସହ ଏବେ ବି କଥାବର୍ତ୍ତା ଚାଲୁ ରହିଛି।

ସଂଘପକ୍ଷରୁ ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ଗୁଡିକ ହେଲା ବୃଦ୍ଧି ଓ ହ୍ରାସ ଅନୁସାରେ ବସ୍ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ ଲାଗି ଅଟୋମେଟିକ୍ ମେକାନିଜମ୍ ଲାଗୁ, ରାଜ୍ୟର ବଣ୍ଡଗୁଡିକର ସ୍ଥିତିରେ ଉନ୍ନତି,  ବିନା ପରମିଟ୍ରେ ମ୍ୟାକ୍ସି କ୍ୟାବ୍ ଭଳି ଛୋଟ ଯାନର ଚଳାଚଳ ବନ୍ଦ ପରି  ୧୫ ଦଫ ଦାବି। ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଜୁନ୍ ୪ ତାରିଖ ସୁଦ୍ଧା ଏସବୁ ଦାବି ପୂରଣ ନହେଲେ ଜୁନ୍ ୫ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ବସ୍ ଚଳାଚଳକୁ ବନ୍ଦ କରାଦିଆଯିବ ବୋଲି ସଂଘ କହିଛି। ଦୀର୍ଘ ଦିନ ହେଲା ଏନେଇ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନଥିବା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story