ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଦୀର୍ଘ ବର୍ଷ ଧରି ମନ୍ଦିରମାଳିନୀ ପରିଚୟ ପାଇ ଆସିଥିବା ଭୁବନେଶ୍ୱର ଏବେ ଜୈବ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ପାଇଁ ପ୍ରସିଦ୍ଧ ହେବ। ରାଜ୍ୟ ସରକାର ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇହେବ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ୨୦ ବର୍ଗ କି.ମି. ଭରତପୁର ସଂରକ୍ଷିତ ଜଙ୍ଗଲରେ ଲୋକାର୍ପିତ ହୋଇଛି ଜଙ୍ଗଲ ସଫାରି। ସଫାରି ବୁଲିବା […]

jungle-2.........

jungle-2.........

Niharika Rout
  • Published: Saturday, 09 March 2019
  • Updated: 09 March 2019, 11:57 AM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଦୀର୍ଘ ବର୍ଷ ଧରି ମନ୍ଦିରମାଳିନୀ ପରିଚୟ ପାଇ ଆସିଥିବା ଭୁବନେଶ୍ୱର ଏବେ ଜୈବ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ପାଇଁ ପ୍ରସିଦ୍ଧ ହେବ। ରାଜ୍ୟ ସରକାର ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇହେବ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ୨୦ ବର୍ଗ କି.ମି. ଭରତପୁର ସଂରକ୍ଷିତ ଜଙ୍ଗଲରେ ଲୋକାର୍ପିତ ହୋଇଛି ଜଙ୍ଗଲ ସଫାରି। ସଫାରି ବୁଲିବା ପାଇଁ  ୫ଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ବ୍ୟାଟେରିଚାଳିତ ଏହି ଗାଡ଼ିରେ ପର୍ଯ୍ୟଟକ ଜଙ୍ଗଲ ସଫାରି ବୁଲି ଏହାର ମଜା ଉଠାଇ ପାରିବେ ।

ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସମେତ ସ୍କୁଲ, କଲେଜ ପିଲାମାନେ ମଧ୍ୟ ପ୍ରାକୃତିକ ପରିବେଶ ଓ ବନ୍ୟ ଜୀବଜନ୍ତୁଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ । କେବଳ ଜଙ୍ଗଲୀ ଜନ୍ତୁ ନୁହଁନ୍ତି, ବିଭିନ୍ନ ପ୍ରକାର ପକ୍ଷୀ ଓ ବୃକ୍ଷଲତା ମଧ୍ୟ ଏଠି ଆକର୍ଷଣର କେନ୍ଦ୍ରବିନ୍ଦୁ । ସଫାରି ପରିଦର୍ଶନ କରିବାକୁ ଯାଉଥିବା ଲୋକେ ଏହାର ଭରପୁର ଫାଇଦା ଉଠାଇ ପାରିବେ ।

ଏହି ସଫାରି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ଅତି ନିକଟରୁ ଜଙ୍ଗଲ ବୁଲିବାର ଅନୁଭୂତି ହାସଲ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ । ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି,  ଜଙ୍ଗଲ ସଫାରି ଲୋକଙ୍କ ମଧ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବ। ସହର ମଧ୍ୟରେ ଏଭଳି ପ୍ରାକୃତିକ ପରିବେଶ ଅନ୍ୟ କେଉଁଠାରେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story