ଅଫିସରେ ଦିଆଯାଉଥିଲା ମାନସିକ ଚାପ! ଝୁଲି ପଡ଼ିଥିଲେ ମହିଳା ଯନ୍ତ୍ରୀ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସହକର୍ମୀ ପକାଉଥିଲେ ମାନସିକ ଚାପ! ଯେଉଁଥିପାଇଁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଜେ. ଅନୀତା ଆତ୍ମହତ୍ୟା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ମୃତ ଜେ.ଅନୀତାଙ୍କ ଅଫିସରେ କାର୍ଯ୍ୟରତ ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାସ ୨୪ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ରହୁଥିବା ଘରୁ […]

junior engineer

junior engineer

Manoranjan Sial
  • Published: Monday, 05 July 2021
  • Updated: 05 July 2021, 04:26 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସହକର୍ମୀ ପକାଉଥିଲେ ମାନସିକ ଚାପ! ଯେଉଁଥିପାଇଁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଜେ. ଅନୀତା ଆତ୍ମହତ୍ୟା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ମୃତ ଜେ.ଅନୀତାଙ୍କ ଅଫିସରେ କାର୍ଯ୍ୟରତ ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ମାସ ୨୪ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ରହୁଥିବା ଘରୁ ଯନ୍ତ୍ରୀ ଜେ. ଅନୀତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଜେ. ଅନୀତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଅଚାନକ ତାଙ୍କର ଏଭଳି ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନଥିଲା।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରବିବାର ଏହି ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରବଳ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଜେ. ଅନୀତାଙ୍କୁ ତାଙ୍କ ଅଫିସର ପୁରୁଷ ସହକର୍ମୀ ଯନ୍ତ୍ରୀ ସହଦେବ ମାଦେଇ ମାନଚିକ ଚାପ ଦେଉଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଜେ. ଅନୀତା ଆତ୍ମହତ୍ୟା କରିଥିବା ତାଙ୍କ ଭଉଣୀ ଜେ. ଆରତୀ ଥାନାରେ ଅଭିଯୋଗ କରିଥିଲେ। ଏପରିକି କିଛି ତଥ୍ୟ ପୁଲିସକୁ ଦେଇଥିଲେ। ସେହି ତଥ୍ୟ ଆଧାରରେ ପୁଲିସ୍‌ ସହଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story