ଯୁକ୍ତ ଦୁଇ ପାସ୍ ୧୫ହଜାର ମେଧାବୀ ଛାତ୍ରଛାତ୍ରୀ ପାଇବେ ଲାପଟପ୍

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଲାପଟପ୍ ବଣ୍ଟନ ଓ ଉଚ୍ଚଶିକ୍ଷାରେ ବିଭିନ୍ନ ମେଧାବୃତ୍ତି ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୧୫ରେ ଯୁକ୍ତ ଦୁଇ ପାଶ୍ କରିଥିବା ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ ନେଇ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓକାକ୍ ଜରିଆରେ ଲାପଟପ୍ କିଣାଯାଇ ଆସନ୍ତା ଜାନୁୟାରୀ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ୨୦୧୬ ବର୍ଷର ଛାତ୍ରଛାତ୍ରୀଙ୍କୁ ଜୁନ୍ ମାସରୁ ବଣ୍ଟନ କରିବା ପାଇଁ […]

naveen_patnaik

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 09:00 AM IST

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଲାପଟପ୍ ବଣ୍ଟନ ଓ ଉଚ୍ଚଶିକ୍ଷାରେ ବିଭିନ୍ନ ମେଧାବୃତ୍ତି ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୧୫ରେ ଯୁକ୍ତ ଦୁଇ ପାଶ୍ କରିଥିବା ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ ନେଇ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓକାକ୍ ଜରିଆରେ ଲାପଟପ୍ କିଣାଯାଇ ଆସନ୍ତା ଜାନୁୟାରୀ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ୨୦୧୬ ବର୍ଷର ଛାତ୍ରଛାତ୍ରୀଙ୍କୁ ଜୁନ୍ ମାସରୁ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related story