ଆଜି ଏଠାରୁ ଯାଉଛି କାଲି ଆଉ କେଉଁଠି ଦେଖା ହେବ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହୋଇଥିବା ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି ମୋ ଜୀବନର ମୋଟୋ ହେଲା ‘କଭି ଆଲବିଦା ନା କହନା’।  ପୁଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା । ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ  ତେବେ କମିଶନରେଟ ପୁଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି […]

Lady-Singham-1

Lady-Singham-1

Tapas Behera
  • Published: Thursday, 16 July 2020
  • Updated: 16 July 2020, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହୋଇଥିବା ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି ମୋ ଜୀବନର ମୋଟୋ ହେଲା ‘କଭି ଆଲବିଦା ନା କହନା’।  ପୁଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା । ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ  ତେବେ କମିଶନରେଟ ପୁଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବହୁତ କାମ ହୋଇଛି। ବହୁତ କାମ ବାକି ଅଛି। ଜନସାଧାରଣଙ୍କ ସହଯୋଗ ରହିଲେ ବାକି କାମକୁ ଆଗେଇ ନିଆଯିବ। ବହୁତ ଲୋକଙ୍କ ସମର୍ଥନ କରିଛନ୍ତି। ଗଣମାଧ୍ୟମର ସମର୍ଥନ ମଧ୍ୟ ରହିଲା। ଶେଷକୁ ଏତିକି କହିବି ଯେ, ଆଜି ଏଠାରୁ ଯାଉଛି କାଲି ଆଉ କଉଠି ଦେଖା ହେବ। ମୋ ଜୀବନର ଗୋଟିଏ ନୀତି ଅଛି ‘କଭି ଆଲବିଦା ନକେହେନା ବିଦାୟ ଉତ୍ସବରେ ସେ ସମସ୍ତ ଉଚ୍ଚପଦସ୍ତ ଅଧିକାରୀ ଓ ପୁରା ପୋଲିସ ଟିମକୁ ଧନ୍ୟବାଦ ଦେଇଛନ୍ତି । ଗଣମାଧ୍ୟମଠାରୁ ସେ ସଂପୂର୍ଣ୍ଣ ସହଯୋଗ ପାଇଥିବା ମଧ୍ୟ କହିଛନ୍ତି।

ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରିଥିବା ସାଗରିକା ୨୦୧୯ ଅଗଷ୍ଟ ମାସରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଜଣେ କର୍ତ୍ତବ୍ୟ ପରାୟଣ ଓ ସଚ୍ଚା ଅଫିସର ଭାବେ ନିଜ ଦାୟିତ୍ୱକୁ ବେଶ ସୂଚାରୁ ଭାବେ ତୁଲାଇଛନ୍ତି ସାଗରିକା। ଆମାନିଆଙ୍କୁ ସାବାଡ଼ କରିବା ହେଉକି ଟ୍ରାଫିକ୍‌ ସୁପରିଚାଳନା ହେଉ ସାଗରିକାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଜଣେ ଲେଡି ସିଙ୍ଗମ ଅଫିସର ଭାବେ ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଆଇପିଏ ଅଫିସର ରାଜଧାନୀବାସୀଙ୍କ ଅତି ପ୍ରିୟ ହୋଇଯାଇଥିଲେ ସେ । ସର୍ବଦା ଆକ୍ସନମୁଡ୍‌ରେ ରହୁଥିବା ସାଗରିକା ଅଭିନବ ଢଙ୍ଗରେ କାମ କହିବାକୁ ପସନ୍ଦ କରୁଥିଲେ । ନିଜ ହସ ହସ ମୁହଁ , ଖୋଲାମନ ଓ ରଙ୍ଗୀନ ମିଜାଜରେ ରହୁଥିବା ସାଗରିକା ନିଜ ଡିପାର୍ଟମେଣ୍ଟରେ ଅତି ଆପଣାର ହୋଇଯାଇଥିଲେ।

ତା’ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରୁଥିବା ବେଳେ ଚର୍ଚ୍ଚାରେ ଥିଲେ ଏହି ଲେଡି ଆଇପିଏସ ଅଫିସର। ତାଙ୍କ କାର୍ଯ୍ୟକାଳ ସମୟରେ ଗଂଜେଇ, ମଦ ମାଫିଆ, ଓ ହାର୍ଡ଼କୋର ଅପରାଧି ସାବାଡ଼ ହୋଇଥିଲେ। ଏମିତିକି ସେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ଅସାମାଜିକ ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସ ଅଫିସର ୧୯୮୮ ମସିହାରେ ଅନୁଗୁଳରେ ଜନ୍ମଗ୍ରହଣ କରିଥିତଲେ। । ପିଲାବେଳ କୋରାପୁଟରେ କଟିଥିବା ବେଳେ ଦାମନଯୋଡ଼ିରେ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ପରେବିଶାଖାପାଟଣାରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିଥିଲେ। ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାଯ୍ୟ ହୋଇଥିଲେ ଏହି ଆଇପିଏସ ଅଫିସର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story