କାଗଜକଲମରେ ଆତ୍ମସନ୍ତୋଷ ନ ନେଇ କାମର ସମୀକ୍ଷା କରାଯାଉ: ନରସିଂହ ମିଶ୍ର

ଭବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କାଗଜକଲମରେ ଆତ୍ମସନ୍ତୋଷ ପାଇବା ଅପେକ୍ଷା ଜିରୋ ପଏଣ୍ଟକୁ ଯାଇ କାର୍ଯ୍ୟର ସମୀକ୍ଷା କରିବା ଉପରେ ଜୋର ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଲାଗି ଏଠାରେ ହେଉଥିବା ନିଷ୍ପତ୍ତି ପ୍ରକୃତରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ ଜଣାପଡିବ । ୨୦୧୧ ମସିହାରେ ହୋଇଥିବା ମରୁଡିର କ୍ଷତିପୂରଣ ଏପର୍ଯ୍ୟନ୍ତ ଗରିବ […]

narsingha

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 12:49 PM IST

ଭବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କାଗଜକଲମରେ ଆତ୍ମସନ୍ତୋଷ ପାଇବା ଅପେକ୍ଷା ଜିରୋ ପଏଣ୍ଟକୁ ଯାଇ କାର୍ଯ୍ୟର ସମୀକ୍ଷା କରିବା ଉପରେ ଜୋର ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଲାଗି ଏଠାରେ ହେଉଥିବା ନିଷ୍ପତ୍ତି ପ୍ରକୃତରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ ଜଣାପଡିବ । ୨୦୧୧ ମସିହାରେ ହୋଇଥିବା ମରୁଡିର କ୍ଷତିପୂରଣ ଏପର୍ଯ୍ୟନ୍ତ ଗରିବ ଲୋକମାନେ ପାଇନାହାନ୍ତି । ଯଦି ଲୋକଙ୍କ ପାଖରେ ସୁବିଧା ପହଞ୍ଚୁ ନାହିଁ ତେବେ ଏଠାରେ ଆଲୋଚନା କଲେ କିଛି ଲାଭ ହେବନାହିଁ ବୋଲି ସେ କହିଛନ୍ତି ।

Related story