ଦିଲ୍ଲୀରେ ଫସି ରହିଥିବା କଳାହାଣ୍ଡିର କଳାକାର ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିବା କଳାକହାଣ୍ଡିର ବଜାଶାଲ କଳାକାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁଁ ଏମାନେ ଦିଲ୍ଲୀରେ ଫଶି ରହିଥିଲେ। କଳାହାଣ୍ଡିର ବଜାଶାଲ କଳାକାରଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ ଥିଲେ। ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁଁ ସମ୍ପୃକ୍ତ କଳାକାରମାନେ ଲାଲକିଲ୍ଲା ନିକଟରେ ମଧ୍ୟାହ୍ଣ ୧୨ଟାରୁ ଦୀର୍ଘ ୫ ଘଣ୍ଟା […]

Artist-rescue

Artist-rescue

Madhupriya Mistry
  • Published: Wednesday, 27 January 2021
  • Updated: 27 January 2021, 12:51 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିବା କଳାକହାଣ୍ଡିର ବଜାଶାଲ କଳାକାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁଁ ଏମାନେ ଦିଲ୍ଲୀରେ ଫଶି ରହିଥିଲେ। କଳାହାଣ୍ଡିର ବଜାଶାଲ କଳାକାରଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ ଥିଲେ।

ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁଁ ସମ୍ପୃକ୍ତ କଳାକାରମାନେ ଲାଲକିଲ୍ଲା ନିକଟରେ ମଧ୍ୟାହ୍ଣ ୧୨ଟାରୁ ଦୀର୍ଘ ୫ ଘଣ୍ଟା ଧରି ଫସି ରହିଥିଲେ। ପରିସ୍ଥିତି ଅଳ୍ପ ଶାନ୍ତ ପଡିବା ପରେ ସେମାନଙ୍କୁ ସନ୍ଧ୍ୟାରେ ସୁରକ୍ଷିତ ଭାବ ଉଦ୍ଧାର କରାଯାଇ ଦରିଆଗଞ୍ଜ ମେସରେ ରଖାଯାଇଥିବା ଜଣାପଡିଛି। ଏହି କଳାକାରଙ୍କ ସହ କିଛି ଛାତ୍ରଛାତ୍ରୀ ବି ଫସିଥିଲେ । ସମସ୍ତଙ୍କୁ ମିଶାଇ ପ୍ରାୟ ୩ଶହ ଅଂଶଗ୍ରହଣକାରୀ ଚାଷୀଙ୍କ ଏହି ଅରାଜକତା ସମୟରେ ଫସି ରହିଥିଲେ ବୋଲି କହିଛି ଦିଲ୍ଲୀ ପୁଲିସ।

ଅଧିକ ପଢ଼ନ୍ତୁ : ଚାଷୀଙ୍କୁ ଉସକାଇଥିଲେ ଏହି ଅଭିନେତା!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story