କଳାହାଣ୍ଡି:  ରାଇସ ମିଲର ବଏଲର୍ ଟାଙ୍କି ଫ।ଟି ୨ ମୃତ 

କଳାହାଣ୍ଡି:  ରାଇସ ମିଲର ବଏଲର୍ ଟାଙ୍କି ଫ।ଟି ୨ଜଣଙ୍କ ମୃତ  ଘଟିଛି । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ସ୍ଥିତ ଭଗବତୀ ରାଇସ୍ ମିଲରେ। ମଙ୍ଗଳବାର ମିଲରେ କାମ ଚାଲୁଥିବା ସମୟରେ ହଠାତ୍ ବଏଲର୍ ଟାଙ୍କିଟି ଫ।ଟି ଯାଇଥିଲା । ଫଳରେ ସେଠାରେ ଅପରେଟର ଭାବେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ କୈଳାସ ପାତ୍ର ଏବଂ ଦୁର୍ବାସା ଗୁରୁ। ଦୁର୍ଘଟଣାରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଜୁନାଗଡ଼ […]

gas

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 03:55 AM IST

କଳାହାଣ୍ଡି:  ରାଇସ ମିଲର ବଏଲର୍ ଟାଙ୍କି ଫ।ଟି ୨ଜଣଙ୍କ ମୃତ  ଘଟିଛି । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ସ୍ଥିତ ଭଗବତୀ ରାଇସ୍ ମିଲରେ। ମଙ୍ଗଳବାର ମିଲରେ କାମ ଚାଲୁଥିବା ସମୟରେ ହଠାତ୍ ବଏଲର୍ ଟାଙ୍କିଟି ଫ।ଟି ଯାଇଥିଲା । ଫଳରେ ସେଠାରେ ଅପରେଟର ଭାବେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ କୈଳାସ ପାତ୍ର ଏବଂ ଦୁର୍ବାସା ଗୁରୁ। ଦୁର୍ଘଟଣାରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି।

 

Related story