କଲ୍ୟାଣସିଂହପୁର: ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭାଲୁମାସ୍କା ସିକରପାଇ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ ଷ୍ଟେସନରେ କିଛି ଏକ୍ସପ୍ରେସ୍‌  ଓ ପାସେଞ୍ଜର ଟ୍ରେନ୍‌ ଅଟକି ରହିଛି। କୋରାପୁଟ-ରାଉରକେଲା ଏକ୍ସପ୍ରେସ, କୋରାପୁଟ-ବିଶାଖାପାଟଣା ଓ କୋରାପୁଟ-ସମ୍ୱଲପୁର ପାସେଞ୍ଜର କୋରାପୁଟ ଷ୍ଟେସନରେ ଅଟକି ରହିଛି।

train

train

Rakesh Mallick
  • Published: Monday, 10 October 2016
  • Updated: 10 October 2016, 01:37 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story