କଲ୍ୟାଣସିଂହପୁର: ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭାଲୁମାସ୍କା ସିକରପାଇ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ ଷ୍ଟେସନରେ କିଛି ଏକ୍ସପ୍ରେସ୍‌  ଓ ପାସେଞ୍ଜର ଟ୍ରେନ୍‌ ଅଟକି ରହିଛି। କୋରାପୁଟ-ରାଉରକେଲା ଏକ୍ସପ୍ରେସ, କୋରାପୁଟ-ବିଶାଖାପାଟଣା ଓ କୋରାପୁଟ-ସମ୍ୱଲପୁର ପାସେଞ୍ଜର କୋରାପୁଟ ଷ୍ଟେସନରେ ଅଟକି ରହିଛି।

ଆହୁରି ପଢ଼ନ୍ତୁ

OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା

ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୮ ଲୋକାଲ୍‌ କେସ୍‌

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ-ଏସ୍‌ଓଜି ମୁହାଁମୁହିଁ

ପଲିଥିନ୍‌ ତଳେ କଟୁଛି ଜୀବନ

‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’