କାଳୀପୂଜା ଲାଗି ଭଦ୍ରକ ଚଳଚଞ୍ଚଳ

ଭଦ୍ରକ (ଓଡ଼ିଶା ରିପୋର୍ଟର):କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକର ମାଆ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମାଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ‘ମହାକାଳୀ’ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ।ସାତଦିନ ବ୍ୟାପୀ କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବାବେଳେ ସାତଦିନ ଧରି ମା’ଙ୍କୁ ଭିନ୍ନ […]

kali

Tapas Behera
  • Published: Wednesday, 07 November 2018
  • , Updated: 07 November 2018, 05:05 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର):କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକର ମାଆ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମାଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ‘ମହାକାଳୀ’ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ।ସାତଦିନ ବ୍ୟାପୀ କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା

ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବାବେଳେ ସାତଦିନ ଧରି ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ । ମା’ଙ୍କ ବେଶ ଦର୍ଶନ ପାଇଁ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ।

Related story