ଭେଣ୍ଟିଲେଟରରେ କାଳିଆ

<p>ନୂଆଦିଲ୍ଲୀ: ଦିଲ୍ଲୀ ଏମ୍&zwnj;ସରେ ଚିକିତ୍ସାଧୀନ ଅଛନ୍ତି କନ୍ଧମାଳ ଜିଲ୍ଲା ମିଲିପଡ଼ାର ଜଗା-କାଳିଆ। ଗତକାଲି କାଳିଆ ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ସମ୍ବାଦ ସରବରାହ ସଂସ୍ଥା IANS ସୂତ୍ରରୁ ଏହି ସୂଚନା ମିଳିଛି। କିଛିଦିନ ତଳେ କାଳିଆର ଚର୍ମ ପ୍ରତିରୋପଣ କରାଯାଇଥିଲା। ମୁଣ୍ଡର ଉପର ଅଂଶ ଫାଙ୍କା ଥିବାରୁ ଚର୍ମ ପ୍ରତିରୋପଣ ହୋଇଥିଲା। ହେଲେ ପ୍ରତିରୋପଣ ପରେ କାଳିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ପ୍ରବଳ ଜ୍ୱର ହେବାରୁ କାଳିଆକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। କାଳିଆ ପୂର୍ବରୁ ଜଗାର ଚର୍ମ ପ୍ରତିରୋପଣ କରାଯାଇଥିଲା।</p>

Ordigital Desk
  • Published: Friday, 26 January 2018
  • Updated: 26 January 2018, 09:50 AM IST

Sports

Latest News

<p>ନୂଆଦିଲ୍ଲୀ: ଦିଲ୍ଲୀ ଏମ୍&zwnj;ସରେ ଚିକିତ୍ସାଧୀନ ଅଛନ୍ତି କନ୍ଧମାଳ ଜିଲ୍ଲା ମିଲିପଡ଼ାର ଜଗା-କାଳିଆ। ଗତକାଲି କାଳିଆ ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ସମ୍ବାଦ ସରବରାହ ସଂସ୍ଥା IANS ସୂତ୍ରରୁ ଏହି ସୂଚନା ମିଳିଛି। କିଛିଦିନ ତଳେ କାଳିଆର ଚର୍ମ ପ୍ରତିରୋପଣ କରାଯାଇଥିଲା। ମୁଣ୍ଡର ଉପର ଅଂଶ ଫାଙ୍କା ଥିବାରୁ ଚର୍ମ ପ୍ରତିରୋପଣ ହୋଇଥିଲା। ହେଲେ ପ୍ରତିରୋପଣ ପରେ କାଳିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ପ୍ରବଳ ଜ୍ୱର ହେବାରୁ କାଳିଆକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। କାଳିଆ ପୂର୍ବରୁ ଜଗାର ଚର୍ମ ପ୍ରତିରୋପଣ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos