କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

କାମାକ୍ଷାନଗର: ଜାତୀୟ ରାଜପଥ ୫୩ର ମରାମତି ଓ ଡ୍ରେନ୍‌ ନିର୍ମାଣ ଦାବିରେ ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର କାଉନସିଲରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ଆଜି ସକାଳେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା଼ ଅବରୋଧ କରିଥିଲେ। ଫଳରେ ଯାତାୟତ କରିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସମାନ ଦାବିରେ ଗତମାସ […]

banfa

banfa

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 08:47 PM IST

Sports

Latest News

କାମାକ୍ଷାନଗର: ଜାତୀୟ ରାଜପଥ ୫୩ର ମରାମତି ଓ ଡ୍ରେନ୍‌ ନିର୍ମାଣ ଦାବିରେ ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର କାଉନସିଲରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ଆଜି ସକାଳେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା଼ ଅବରୋଧ କରିଥିଲେ। ଫଳରେ ଯାତାୟତ କରିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସମାନ ଦାବିରେ ଗତମାସ ୨୫ ତାରିଖରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।  ସମସ୍ୟାର ସମାଧାନ ପାଇଁ  ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଯାଏଁ କୌଣସି କାମ ହୋଇ ନ ଥିବାରୁ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ଓ କାଉନସିଲରମାନେ ପୁଣି ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ବଣିକ ସଂଘ ଓ ବସ୍‌ ମାଲିକ ସଂଘ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story