ପ୍ରାର୍ଥିପତ୍ର ନାକଚ ନେଇ କାମାକ୍ଷାନଗର କଲେଜରେ ତୁମୁଳକାଣ୍ଡ

ଢେଙ୍କାନାଳ: ଛାତ୍ରସଂସଦ ନିର୍ବାଚନକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ଉତ୍ତେଜନା ଦେଖାଦେଇଛି।  ଜଣେ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବା ପରେ ତାଙ୍କ ସମର୍ଥକମାନେ ତୁମୁଳକାଣ୍ଡ କରିଛନ୍ତି। ପ୍ରିନ୍ସପାଲ୍ ଅଫିସରେ ପଶି ଉତ୍ତ୍ୟକ୍ତ ଛାତ୍ରମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପ୍ରିନ୍ସପାଲ୍ ଅଫିସର ଝରକା, ଏସି, ଚେୟାର ଓ ଟେବୁଲ ଭାଙ୍ଗିଦେଇଛନ୍ତି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ନେଇ କଲେଜ ପରିସରରେ ପୋଲିସ ମୁତୟନ କରାଯାଇଛି।

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 12:08 PM IST

Sports

Latest News

https://www.youtube.com/watch?v=H8RYuvMiZnU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story