କନ୍ଧମାଳରେ ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ତଗାଗଡ଼ା ପୋଲ ନିକଟରେ ଗଛ ପକାଇ ମାଓବାଦୀମାନେ ୫୦ ନମ୍ବର ଜତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରେ ମାଓବାଦୀମାନେ ବ୍ୟାନର ଛାଡି ଯାଇଛନ୍ତି। ଆସନ୍ତାକାଲି ୫ଟି ଜିଲ୍ଲାରେ ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପୂର୍ବରୁ ଆଜି ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି।

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 11:08 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ତଗାଗଡ଼ା ପୋଲ ନିକଟରେ ଗଛ ପକାଇ ମାଓବାଦୀମାନେ ୫୦ ନମ୍ବର ଜତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରେ ମାଓବାଦୀମାନେ ବ୍ୟାନର ଛାଡି ଯାଇଛନ୍ତି।

ଆସନ୍ତାକାଲି ୫ଟି ଜିଲ୍ଲାରେ ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପୂର୍ବରୁ ଆଜି ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି।

Related story