କେନ୍ଦୁଝରଗଡ଼ କାଉନସିଲରଙ୍କ ଦଳବଦଳ ପ୍ରସଙ୍ଗ: ଆଜି ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଶେଷ ଶୁଣାଣି

ଭୁବନେଶ୍ୱର: କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି କାଉସିଲରଙ୍କ ଦଳବଦଳ ସଂକ୍ରାନ୍ତରେ ରାଜ୍ୟ ନର୍ବାଚନ କମିଶନଙ୍କ ନିକଟରେ ଦାଏର ମାମଲାର ଆଜି ଶେଷ ଶୁଣାଣି ହେବ। ଉଭୟପକ୍ଷ ମଙ୍ଗଳବାର କମିଶନଙ୍କ ନିକଟରେ ଉପସ୍ଥିତ ଥିଲେ। ମାତ୍ର  ବିଜେଡି ପକ୍ଷରୁ ଲିଖିତ ଜବାବ  ଦିଆଯାଇ ପାରୁ ନ ଥିବାରୁ ଆଜି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଆଜି ଉଭୟ ପକ୍ଷ ପୁନଶ୍ଚ ହାଜର ହେବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ଦଳବଦଳ ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ପାଇଁ ପ୍ରଥମେ ଗତ ଜାନୁଆରୀ ୨୭ […]

kendujharagadacorporater

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 03:24 AM IST

ଭୁବନେଶ୍ୱର: କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି କାଉସିଲରଙ୍କ ଦଳବଦଳ ସଂକ୍ରାନ୍ତରେ ରାଜ୍ୟ ନର୍ବାଚନ କମିଶନଙ୍କ ନିକଟରେ ଦାଏର ମାମଲାର ଆଜି ଶେଷ ଶୁଣାଣି ହେବ। ଉଭୟପକ୍ଷ ମଙ୍ଗଳବାର କମିଶନଙ୍କ ନିକଟରେ ଉପସ୍ଥିତ ଥିଲେ। ମାତ୍ର  ବିଜେଡି ପକ୍ଷରୁ ଲିଖିତ ଜବାବ  ଦିଆଯାଇ ପାରୁ ନ ଥିବାରୁ ଆଜି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଆଜି ଉଭୟ ପକ୍ଷ ପୁନଶ୍ଚ ହାଜର ହେବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି।

ଦଳବଦଳ ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ପାଇଁ ପ୍ରଥମେ ଗତ ଜାନୁଆରୀ ୨୭ ତାରିଖରେ କମିଶନଙ୍କ ନିକଟରେ ଶୁଣାଣି ହୋଇଥିଲା।

Related story