କେନ୍ଦୁଝରରେ ଓକିଲ-ପୋଲିସ ବିବାଦ: ଟାଉନ ଥାନା ଏସଆଇ ନିଲମ୍ୱିତ

କେନ୍ଦୁଝର: କେନ୍ଦୁଝରରେ ଓକିଲ-ପୋଲିସ ବିବାଦ ଘଟଣାରେ ଟାଉନ ଥାନା ଏସଆଇଙ୍କୁ ନିଲମ୍ୱିତ କରାଯାଇଛି। ଟାଉନ ଥାନା ଅଧିକାରୀ ତ୍ରିନାଥ ସେଠି ଥାନା ଭିତରେ ଜଣେ ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜିଲ୍ଲା ଓକିଲ ସଂଘ ପ୍ରତିବାଦ କରିଥିଲା ଓ ଏସପିଙ୍କ ନିକଟରେ ଫେରାଦ ହୋଇଥିଲା। ଏସପି ଏହି ଘଟଣାର ତଦନ୍ତ ଆଦେଶ ଦେଇଥିଲେ। ଅତିରିକ୍ତ ଏସପି ଓ ସଦର ଏସଡିପିଓ ଘଟଣା ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ […]

k

k

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 08:07 AM IST

Sports

Latest News

କେନ୍ଦୁଝର: କେନ୍ଦୁଝରରେ ଓକିଲ-ପୋଲିସ ବିବାଦ ଘଟଣାରେ ଟାଉନ ଥାନା ଏସଆଇଙ୍କୁ ନିଲମ୍ୱିତ କରାଯାଇଛି। ଟାଉନ ଥାନା ଅଧିକାରୀ ତ୍ରିନାଥ ସେଠି ଥାନା ଭିତରେ ଜଣେ ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜିଲ୍ଲା ଓକିଲ ସଂଘ ପ୍ରତିବାଦ କରିଥିଲା ଓ ଏସପିଙ୍କ ନିକଟରେ ଫେରାଦ ହୋଇଥିଲା। ଏସପି ଏହି ଘଟଣାର ତଦନ୍ତ ଆଦେଶ ଦେଇଥିଲେ। ଅତିରିକ୍ତ ଏସପି ଓ ସଦର ଏସଡିପିଓ ଘଟଣା ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଏସପି ଟାଉନ ଥାନା ଏସଆଇଙ୍କୁ ନିଲମ୍ୱିତ କରିଛନ୍ତି। ଏହି ଘଟଣାର ଜଡ଼ିତ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ଓକିଲ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story