ଲାଞ୍ଚ ହେଲା କାଳ: ବନ୍ଧା ହେଲେ ତହସିଲଦାର

ଉଦଳା(ଓଡ଼ିଶା ରିପୋର୍ଟର): ଲାଞ୍ଚ ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ତହସିଲଦାର। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କପ୍ତିପଦାର ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁସାରେ, ବାଲି ଚୋରା ଚାଲାଣକାରୀଠାରୁ ଶରତ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସକୁ ଜାଣିବାକୁ ପାଇଥିଲା। ଶରତ ଉଦଳା ମେଣ୍ଡାଖାଇ ସ୍ଥିତ ଭଡ଼ା ଘରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଥିଲେ।

Ordigital Desk
• Published: Thursday, 11 January 2018
• Updated: 11 January 2018, 10:30 AM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ଲାଞ୍ଚ ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ତହସିଲଦାର। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କପ୍ତିପଦାର ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁସାରେ, ବାଲି ଚୋରା ଚାଲାଣକାରୀଠାରୁ ଶରତ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସକୁ ଜାଣିବାକୁ ପାଇଥିଲା। ଶରତ ଉଦଳା ମେଣ୍ଡାଖାଇ ସ୍ଥିତ ଭଡ଼ା ଘରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos