କାଷ୍ଟିଂ କାଉଚ୍‌ : ୬ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ନୋଟିସ୍‌ ଜାରି କଲା ପୋଲିସ୍

ଭୁବନେଶ୍ୱର:  ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଆଧାରରେ ଆଜି ଭୁବନେଶ୍ୱର ମହିଳା ଥାନା ପକ୍ଷରୁ  ୬ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଏମାନେ ହେଲେ  ନିର୍ଦ୍ଦେଶକ ଚଣ୍ଡୀ ପରିଜା, ତାପସ ସରଘରିଆ, ପ୍ରଯୋଜକ ବିନି ସାମଲ, ତାଙ୍କ ସ୍ୱାମୀ ନିହାର ସାମଲ, ପ୍ରଯୋଜକ ସୁବ୍ରତ ଜେନା ଓ ଇଭେଣ୍ଟ ମ୍ୟାନେଜର୍ ବାପି ଜେନା। ଏମାନଙ୍କୁ ପୋଲିସ୍ କାଷ୍ଟିଂ କାଉଚ୍‌ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିବା କାଷ୍ଟିଂ କାଉଚ୍‌ ନେଇ ଅଭିଯୋଗ ଆଣିଥିବା ଅଭିନେତ୍ରୀ […]

casting

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 02:48 PM IST

ଭୁବନେଶ୍ୱର:  ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଆଧାରରେ ଆଜି ଭୁବନେଶ୍ୱର ମହିଳା ଥାନା ପକ୍ଷରୁ  ୬ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଏମାନେ ହେଲେ  ନିର୍ଦ୍ଦେଶକ ଚଣ୍ଡୀ ପରିଜା, ତାପସ ସରଘରିଆ, ପ୍ରଯୋଜକ ବିନି ସାମଲ, ତାଙ୍କ ସ୍ୱାମୀ ନିହାର ସାମଲ, ପ୍ରଯୋଜକ ସୁବ୍ରତ ଜେନା ଓ ଇଭେଣ୍ଟ ମ୍ୟାନେଜର୍ ବାପି ଜେନା। ଏମାନଙ୍କୁ ପୋଲିସ୍ କାଷ୍ଟିଂ କାଉଚ୍‌ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିବା

କାଷ୍ଟିଂ କାଉଚ୍‌ ନେଇ ଅଭିଯୋଗ ଆଣିଥିବା ଅଭିନେତ୍ରୀ ଶର୍ମିଷ୍ଠାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ୍।

Related story