କେବଳ ସତ୍ୟମ ନୁହେଁ ଅନେକ ନାଁରେ ସାରଥୀ ଆଦାୟ କରୁଥିଲେ ଅର୍ଥ

ଭୁବନେଶ୍ୱର: କେବଳ ସତ୍ୟମ୍ ଚାରିଟେବଲ୍ ଟ୍ରଷ୍ଟ ନୁହେଁ। ଅନେକ ନାଁରେ ସାରଥୀ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କ।। ଯେମିତି ସାରଥୀ ସମିତି ଭୁବନେଶ୍ୱର। ଏହି ନାଁରେ ପାସବୁକ ମଧ୍ୟ ଖୋଲାଯାଇଛି । ଦୁଇଟି ବ୍ୟାଙ୍କରେ ହେଉଥିଲା ଏହାର ଟ୍ରାଞ୍ଜାକସନ । ଦୁଇ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କ। ବି ବାଲାନ୍ସ ରହିଛି। ୨୦୦୩ରୁ ଭୁବନେଶ୍ୱର ସ୍ଥିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କ। ଆଦାୟ କରାଯାଉଥିବା ପାସବୁକରୁ ସ୍ପଷ୍ଟ ହୋଇଛି। ଭକ୍ତଙ୍କଠାରୁ ଆଦାୟ ଟଙ୍କ।ରେ ପରିଚାଳିତ ହେଉଥିଲା […]

baba bank

baba bank

Rakesh Mallick
  • Published: Monday, 10 August 2015
  • Updated: 10 August 2015, 04:28 PM IST

ଭୁବନେଶ୍ୱର: କେବଳ ସତ୍ୟମ୍ ଚାରିଟେବଲ୍ ଟ୍ରଷ୍ଟ ନୁହେଁ। ଅନେକ ନାଁରେ ସାରଥୀ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କ।। ଯେମିତି ସାରଥୀ ସମିତି ଭୁବନେଶ୍ୱର। ଏହି ନାଁରେ ପାସବୁକ ମଧ୍ୟ ଖୋଲାଯାଇଛି । ଦୁଇଟି ବ୍ୟାଙ୍କରେ ହେଉଥିଲା ଏହାର ଟ୍ରାଞ୍ଜାକସନ । ଦୁଇ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କ। ବି ବାଲାନ୍ସ ରହିଛି। ୨୦୦୩ରୁ ଭୁବନେଶ୍ୱର ସ୍ଥିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କ। ଆଦାୟ କରାଯାଉଥିବା ପାସବୁକରୁ ସ୍ପଷ୍ଟ ହୋଇଛି। ଭକ୍ତଙ୍କଠାରୁ ଆଦାୟ ଟଙ୍କ।ରେ ପରିଚାଳିତ ହେଉଥିଲା ପାସବୁକ । ଏପରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାରଥୀ ସମିତି ଟ୍ରେଜରର ଶୁକଦେବ ସାବତ। ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାରଥୀଙ୍କ ଏଭଳି ଟଙ୍କା ଆଦାୟ ସମିତି ରହିଛି । ଆଶ୍ରମକୁ ଆସିଲେ ଭକ୍ତଙ୍କୁ ଟଙ୍କ। ଦେବାକୁ ପଡୁଥିଲା। ସାରଥିଙ୍କ ନାଁରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଗଲେ ବି ଆଶ୍ରମକୁ ଚାନ୍ଦା ଦେବାକୁ ପଡୁଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାରଥୀ ସମିତି ନାଁରେ ଖୋଲିଥିଲା ପ୍ରାୟ ୨୭ଟି ସଂସ୍ଥା। ଏଥିରେ ସେକ୍ରାଟାରୀ, ଟ୍ରେଜରର ପ୍ରମୁଖ ନିୟୋଜିତ ହୋଇଥିଲେ। ଏମାନେ ଭକ୍ତଙ୍କଠାରୁ ଟଙ୍କ। ଆଦାୟ କରି ଭେଟି ଦେଉଥିଲେ ସାରଥୀଙ୍କୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story