କେନ୍ଦ୍ରାପଡ଼ା: ଓଳାଭର ଗାଁ ଅଗ୍ନିବିପନ୍ନଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜକନିକା ଯାଇ ଓଳାଭର ଗାଁର ଅଗ୍ନିବିପନ୍ନଙ୍କୁ ଭେଟିଛନ୍ତି।  ଓଳାଭର ମୁସଲମାନ ବସ୍ତିକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ବୈଜୟନ୍ତଙ୍କ ସହ ରାଜକନିକା ବ୍ଲକ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ ମଧ୍ୟ ଓଳାଭର ଗାଁକୁ ଯାଇଥିଲେ। ଗତ ସୋମବାର ଏହି ଗାଁରେ ଅଗ୍ନିକାଣ୍ଡରେ ବହୁ ଲୋକଙ୍କ ଘରଦ୍ବାର ସମେତ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

BaijayantPanda

BaijayantPanda

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 02:51 AM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜକନିକା ଯାଇ ଓଳାଭର ଗାଁର ଅଗ୍ନିବିପନ୍ନଙ୍କୁ ଭେଟିଛନ୍ତି।  ଓଳାଭର ମୁସଲମାନ ବସ୍ତିକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ବୈଜୟନ୍ତଙ୍କ ସହ ରାଜକନିକା ବ୍ଲକ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ ମଧ୍ୟ ଓଳାଭର ଗାଁକୁ ଯାଇଥିଲେ। ଗତ ସୋମବାର ଏହି ଗାଁରେ ଅଗ୍ନିକାଣ୍ଡରେ ବହୁ ଲୋକଙ୍କ ଘରଦ୍ବାର ସମେତ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos