ବାରମ୍ବାର ବଦଳୁଛନ୍ତି କେନ୍ଦ୍ରାପଡାର ବାବୁ: ହଟ୍‌ ଚେୟାରକୁ ନେଇ ହିଟ୍‌ ରାଜନୀତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଗତ ୨୫ ବର୍ଷ ମଧ୍ୟରେ ୩୯ ଜଣ ଜିଲ୍ଲାପାଳଙ୍କ ବଦଳି ହୋଇଛି। ଜିଲ୍ଲାପାଳ ବାରମ୍ୱାର ବଦଳି ହେଉଥିବା ଯୋଗୁଁ ଜିଲ୍ଲାର ଠିକ୍‌ ଭାବେ ବିକାଶ ହୋଇପାରୁ ନାହିଁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ସାମ୍ମୁଖ୍ୟ ଅଭିଯୋଗ କରିଛି। ଜିଲ୍ଲାପାଳଙ୍କ ବାରମ୍ୱାର ବଦଳି ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ସାମ୍ମୁଖ୍ୟର ସଭାପତି ଅଜୟ ସାମଲ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବଦଳିକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି,“୨୦୦୯ ମସିହାରେ […]

ganesh======

ganesh======

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 06:16 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଗତ ୨୫ ବର୍ଷ ମଧ୍ୟରେ ୩୯ ଜଣ ଜିଲ୍ଲାପାଳଙ୍କ ବଦଳି ହୋଇଛି। ଜିଲ୍ଲାପାଳ ବାରମ୍ୱାର ବଦଳି ହେଉଥିବା ଯୋଗୁଁ ଜିଲ୍ଲାର ଠିକ୍‌ ଭାବେ ବିକାଶ ହୋଇପାରୁ ନାହିଁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ସାମ୍ମୁଖ୍ୟ ଅଭିଯୋଗ କରିଛି। ଜିଲ୍ଲାପାଳଙ୍କ ବାରମ୍ୱାର ବଦଳି ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ସାମ୍ମୁଖ୍ୟର ସଭାପତି ଅଜୟ ସାମଲ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବଦଳିକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି,“୨୦୦୯ ମସିହାରେ ସାଂସଦ ହେବା ପରଠାରୁ ୮ ବର୍ଷ ମଧ୍ୟରେ ୧୨ ଜଣ ଜିଲ୍ଲାପାଳ ବଦଳି ହୋଇଛନ୍ତି। ପ୍ରତି ଜିଲ୍ଲାପାଳଙ୍କ ହାରାହାରି କାର୍ଯ୍ୟକାଳ ୮ ମାସ। ଏହି ହାରାହାରି ଜାତୀୟ ହାରାହାରିର ଅଧା।”

କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ମଧ୍ୟ ଜିଲ୍ଲାପାଳଙ୍କ ବଦଳିକୁ ବିରୋଧ କରିଛନ୍ତି। ସେ ନିଜ ଟ୍ୱିଟ୍‌ ପେଜ୍‌ରେ ଉଲ୍ଲେଖ କହିଛନ୍ତି,“ସରକାର କଣ ପାଇଁ ଜିଲ୍ଲାପାଳଙ୍କୁ ବଦଳି କରୁଛନ୍ତି ତାହା ଜଣାପଡ଼ୁନି। ଏହା ସଠିକ୍‌ ବାର୍ତ୍ତା ଦେଉନାହିଁ।”

ଗତକାଲି ରାଜ୍ୟ ସରକାର ପ୍ରଶାସନିକସ୍ତରରେ ବଡ଼ଧରଣ ଅଦଳବଦଳ କରିଥିଲେ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମୁରଲୀଧର ମଲ୍ଲିକଙ୍କୁ ସ୍ଥାନରେ ରେଘୁ ଜିଙ୍କୁ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story