କାହା କଥା କାହା ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଫେସ୍‌ବୁକ୍‌ ଓ ଟ୍ୱିଟରରେ ଏକ ପୋଷ୍ଟ କଲେ। ତ୍ରୁଟି ଧରାପଡ଼ିବାରୁ ଡିଲିଟ୍‌ କରିଦେଲେ। ଏଥର ଚର୍ଚ୍ଚାର କାରଣ ଘରୋଇ ବିବାଦ ବର୍ଷା ପ୍ରିୟଦର୍ଶନୀଙ୍କୁ ନେଇ ନେଇ ନୁହେଁ ଏକ ଭୁଲ ଫଟୋ ପୋଷ୍ଟକୁ ନେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି ଅନୁଭବ। ସୂଚନା ଅନୁଯାୟୀ, ଓଡ଼ିଶାର ସ୍ୱର୍ଗତ ତଥା ପଦ୍ମଶ୍ରୀ ଓଡ଼ିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଅନୁଭବ ମହାନ୍ତି। ରଘୁନାଥ […]

Anubhav-Mohanty

Anubhav-Mohanty

Tapas Behera
  • Published: Tuesday, 10 August 2021
  • Updated: 10 August 2021, 04:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଫେସ୍‌ବୁକ୍‌ ଓ ଟ୍ୱିଟରରେ ଏକ ପୋଷ୍ଟ କଲେ। ତ୍ରୁଟି ଧରାପଡ଼ିବାରୁ ଡିଲିଟ୍‌ କରିଦେଲେ। ଏଥର ଚର୍ଚ୍ଚାର କାରଣ ଘରୋଇ ବିବାଦ ବର୍ଷା ପ୍ରିୟଦର୍ଶନୀଙ୍କୁ ନେଇ ନେଇ ନୁହେଁ ଏକ ଭୁଲ ଫଟୋ ପୋଷ୍ଟକୁ ନେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି ଅନୁଭବ। ସୂଚନା ଅନୁଯାୟୀ, ଓଡ଼ିଶାର ସ୍ୱର୍ଗତ ତଥା ପଦ୍ମଶ୍ରୀ ଓଡ଼ିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଅନୁଭବ ମହାନ୍ତି। ରଘୁନାଥ ପାଣିଗ୍ରାହୀଙ୍କ ଓଡ଼ିଶୀ ସଙ୍ଗୀତ ପ୍ରତି ଥିବା ଅତୁଳନୀୟ ଅବଦାନକୁ ସ୍ମରଣ କରି ଅନୁଭବ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

https://twitter.com/pratyasharath/status/1425001671986356225?s=20
ହେଲେ ଏହି ପୋଷ୍ଟରେ ଏକ ତ୍ରୁଟି ରହିଯାଇଥିଲା। ଏଥିରେ ସେ ରଘୁନାଥ ପାଣିଗ୍ରାହୀଙ୍କ ବଦଳରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ସଙ୍ଗୀତ ବାଦକ ହରିପ୍ରସାଦ ଚୌରାସିଆଙ୍କ ଫଟୋ ପୋଷ୍ଟ କରିଦେଇଥିଲେ। ଅନୁଭବ ତାଙ୍କ ଶୋସାଲ ମିଡିଆରେ ଏହି ପୋଷ୍ଟଟିକୁ ସେୟାର କରିଥିଲା ବେଳେ ପ୍ରତ୍ୟାଶା ରଥ ନାମ୍ନୀ ଜଣେ ୟୁଜର ଏହି ଭୁଲକୁ ଚିହ୍ନିପାରି ଏକ ରି-ଟ୍ୱିଟ୍‌ କରିଛନ୍ତି। ତେବେ ପରେ ଅନୁଭବ ତାଙ୍କର ଏହି ପୋଷ୍ଟଟିକୁ ଡିଲିଟ୍‌ କରିଦେଇଛନ୍ତି।

ଶୋସାଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ଅନୁଭବ ପୂଜା ପର୍ବରେ ଶୁଭେଚ୍ଛା ଜଣାଇବା ସହ  ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ସମ୍ମାନାର୍ଥେ ଅନୁଭବ ପୋଷ୍ଟ କରିଥାନ୍ତି। ଜଣେ ସେଲିବ୍ରେଟି ହୋଇଥିବାରୁ ତାଙ୍କର ବହୁ ସମର୍ଥକ ରହିବା ସହ ଅନେକ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି। ହେଲେ ବେଳେ ବେଳେ ଏମିତି ଭୁଲ କରିବସନ୍ତି ଯେ, ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ। ଏମିତି ଏକ ଗୁରୁତର ତ୍ରୁଟି ସେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁବେଳକୁ କରିଥିଲେ। ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଆଗୁଆ ଶ୍ରଦ୍ଧାଞ୍ଜଳି ଜଣାଇ ପରେ ଡିଲିଟ୍‌ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story