କେନ୍ଦୁଝର: ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ହଳ ଗାଁର ନାବାଳକ ସନ୍ଦୀପ ସାହୁ ଓ ତାଙ୍କ ମାଉସୀ ପୁଅ ବିଭୂତି ସାହୁ ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସନ୍ଦୀପ ଓ ବିଭୂତି ବଣିଆପାଟ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିଲେ। ସ୍କୁଲ ଛୁଟି ପରେ ସେମାନେ ଘରକୁ ଆସି ଶୌଚ ପାଇଁ […]

keonjher

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 09:57 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ହଳ ଗାଁର ନାବାଳକ ସନ୍ଦୀପ ସାହୁ ଓ ତାଙ୍କ ମାଉସୀ ପୁଅ ବିଭୂତି ସାହୁ ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ସନ୍ଦୀପ ଓ ବିଭୂତି ବଣିଆପାଟ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିଲେ। ସ୍କୁଲ ଛୁଟି ପରେ ସେମାନେ ଘରକୁ ଆସି ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ।

Related story