ଖାତା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ସମ୍ବଲପୁର: ତ୍ରୁଟିପୂର୍ଣ୍ଣ ପରୀକ୍ଷାଖାତା ମୁଲ୍ୟାୟନ ଅଭିଯୋଗ ଆଣି ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଘେରିଛନ୍ତି ଭିନ୍ନ ଭିନ୍ନ ଜିଲ୍ଲାର ଯୁକ୍ତତିନି ଛାତ୍ରଛାତ୍ରୀ। କେବଳ ଖାତା ମୁଲ୍ୟାୟନରେ ତ୍ରୁଟି ରହିଛି ତା ନୁହେଁ, ବରଂ ପରୀକ୍ଷା ପ୍ରଶ୍ନପତ୍ରରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ତଦନ୍ତ କରାଯାଇ ପୁନଃ ମୁଲ୍ୟାୟନ ନୁହେଁ, ମାର୍କ ରିଆଡିସନ କରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି ।

smb

smb

Rakesh Mallick
  • Published: Friday, 21 August 2015
  • Updated: 21 August 2015, 09:58 AM IST

Sports

Latest News

ସମ୍ବଲପୁର: ତ୍ରୁଟିପୂର୍ଣ୍ଣ ପରୀକ୍ଷାଖାତା ମୁଲ୍ୟାୟନ ଅଭିଯୋଗ ଆଣି ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଘେରିଛନ୍ତି ଭିନ୍ନ ଭିନ୍ନ ଜିଲ୍ଲାର ଯୁକ୍ତତିନି ଛାତ୍ରଛାତ୍ରୀ। କେବଳ ଖାତା ମୁଲ୍ୟାୟନରେ ତ୍ରୁଟି ରହିଛି ତା ନୁହେଁ, ବରଂ ପରୀକ୍ଷା ପ୍ରଶ୍ନପତ୍ରରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ତଦନ୍ତ କରାଯାଇ ପୁନଃ ମୁଲ୍ୟାୟନ ନୁହେଁ, ମାର୍କ ରିଆଡିସନ କରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos