ଖୋର୍ଦ୍ଧା: ଟୋଲଗେଟ ଦୁର୍ଘଟଣାର ଅଭିଯୁକ୍ତକୁ ଧରିବାକୁ ପୋଲିସର ତତ୍ପରତା

ଖୋର୍ଦ୍ଧା: ଗୋଡ଼ିପଡ଼ା ଟୋଲଗେଟରେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍ ଓ ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପୋଲିସ୍ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି। ସିସିଟିଭି ଫୁଟେଜରୁ ଗାଡ଼ିର ନମ୍ୱର ଜଣାପଡୁ ନ ଥିବାରୁ ଏଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେବାକୁ ପୋଲିସ ଯୋଜନା କରୁଛି । ସେପଟେ ମୃତକଙ୍କୁ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ କିନ୍ନର ସଂଘ ଦାବି କରିଛି । ଗୋଡ଼ିପଡ଼ା ଟୋଲଗେଟରେ ମାତ୍ର ୧୨୫ ଟଙ୍କା ବଞ୍ଚାଇବା ଲାଗି ଡ୍ରାଇଭର ଜଣେ ମଣିଷର ଜୀବନ ନେଇଗଲେ । ଦୁର୍ଘଟଣାର […]

murder for 125

murder for 125

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 05:08 PM IST

ଖୋର୍ଦ୍ଧା: ଗୋଡ଼ିପଡ଼ା ଟୋଲଗେଟରେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍ ଓ ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପୋଲିସ୍ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି। ସିସିଟିଭି ଫୁଟେଜରୁ ଗାଡ଼ିର ନମ୍ୱର ଜଣାପଡୁ ନ ଥିବାରୁ ଏଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେବାକୁ ପୋଲିସ ଯୋଜନା କରୁଛି । ସେପଟେ ମୃତକଙ୍କୁ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ କିନ୍ନର ସଂଘ ଦାବି କରିଛି ।

ଗୋଡ଼ିପଡ଼ା ଟୋଲଗେଟରେ ମାତ୍ର ୧୨୫ ଟଙ୍କା ବଞ୍ଚାଇବା ଲାଗି ଡ୍ରାଇଭର ଜଣେ ମଣିଷର ଜୀବନ ନେଇଗଲେ । ଦୁର୍ଘଟଣାର ଦୁଇଦିନ ପରେ ବି ପୋଲିସ ତାଙ୍କୁ ଧରିବାକୁ ସକ୍ଷମ ହୋଇପାରିନାହିଁ । ସିସିଟିଭି ଫୁଟେକରୁ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ ନମ୍ୱର ସ୍ପଷ୍ଟ ହେଉ ନ ଥିବାରୁ ତଦନ୍ତ ସେଭଳି ଆଗେଇ ପାରୁନି । ତେଣୁ ପୋଲିସ ଏଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେବାକୁ ଯୋଜନା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos