‘ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଲେଉଟାଣୀ ଆଶଙ୍କାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ମାସ୍କ ଚେକିଂ କଡ଼ାକଡ଼ି କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ମାସ୍କ ନ ପିନ୍ଧିଲେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନାଇଟ୍ କର୍ଫ୍ୟୁ ମଧ୍ୟ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ୧୦ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଜନଗହଳି ସ୍ଥାନରେ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ କହିଛନ୍ତି। ମହାମାରୀ […]

Awareness pictures to wear mask

Awareness pictures to wear mask

Manoranjan Sial
  • Published: Thursday, 02 December 2021
  • Updated: 02 December 2021, 04:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଲେଉଟାଣୀ ଆଶଙ୍କାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ମାସ୍କ ଚେକିଂ କଡ଼ାକଡ଼ି କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ମାସ୍କ ନ ପିନ୍ଧିଲେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନାଇଟ୍ କର୍ଫ୍ୟୁ ମଧ୍ୟ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ୧୦ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଜନଗହଳି ସ୍ଥାନରେ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ କହିଛନ୍ତି।

ମହାମାରୀ କରୋନା ଆୟତ୍ତକୁ ଆସିବା ପରେ ରାଜ୍ୟ ସରକାର ପ୍ରାୟତଃ ସବୁ ସେକ୍ଟରକୁ ଖୋଲି ଦେଇଥିଲେ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବଜାର, ଧାର୍ମିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ୍‌ ଚାଲୁଥିଲା। ଆଉ ଚଳଚଞ୍ଚଳ ହୋଇଥିଲା ବିଭିନ୍ନ ଅନୁଷ୍ଠାନ ଓ ହାଟ ବଜାର। ହେଲେ ଏହି ଖୁସିରେ କଳଙ୍କ ଲଗାଇବା ପାଇଁ ପୁଣି କଡ଼ ଲେଉଟାଇଛି କରୋନା। ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶ ବାହାରେ ଓମିକ୍ରମ୍‌ ତାଣ୍ଡବ ରଚିବା ଆରମ୍ଭ କଲାଣି। ପ୍ରତିଦିନ ବହୁ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

ବିଦେଶରେ ଓମିକ୍ରମର ଉଗ୍ର ରୂପ ଦେଖି ଭୟଭୀତ ହୋଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟରେ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ବିନା ମାସ୍କରେ ବୁଲିଲେ ତଣ୍ଡ ଗଣିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story