ଖୋର୍ଦ୍ଧା: ଘୂର୍ଣ୍ଣିଝଡରେ ଟାଙ୍ଗୀ ଓ ଜଟଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ଖୋର୍ଦ୍ଧା: ଘୁର୍ଣ୍ଣି ଝଡ଼ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଜଟଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଓ ଟାଙ୍ଗୀ ବ୍ଲକର କମାଗୁରୁ ଗାଁରେ ଅପରାହ୍ନରେ ହଠାତ୍ ଘୁର୍ଣ୍ଣିଝଡ ହୋଇଥିଲା। ଏହି ସମୟରେ ପ୍ରବଳ ବେଗରେ ପବନ ବହି ମାତ୍ର କିଛି ମିନିଟ୍ ମଧ୍ୟରେ ବହୁ ଗଛ ଭାଙ୍ଗି ଯିବା ସହ ଚାଳ ଛପର ଘର ସବୁ ଉଡାଇ ନେଇଥିଲା। ଏପରି କି କିଛି ଘରର ଆଜବେଷ୍ଟ ମଧ୍ୟ ଉଡିଯିବା ସହ ବିଦ୍ୟୁତ୍ […]

khordha

khordha

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 06:12 PM IST

Sports

Latest News

khordhaଖୋର୍ଦ୍ଧା: ଘୁର୍ଣ୍ଣି ଝଡ଼ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଜଟଣୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଓ ଟାଙ୍ଗୀ ବ୍ଲକର କମାଗୁରୁ ଗାଁରେ ଅପରାହ୍ନରେ ହଠାତ୍ ଘୁର୍ଣ୍ଣିଝଡ ହୋଇଥିଲା। ଏହି ସମୟରେ ପ୍ରବଳ ବେଗରେ ପବନ ବହି ମାତ୍ର କିଛି ମିନିଟ୍ ମଧ୍ୟରେ ବହୁ ଗଛ ଭାଙ୍ଗି ଯିବା ସହ ଚାଳ ଛପର ଘର ସବୁ ଉଡାଇ ନେଇଥିଲା। ଏପରି କି କିଛି ଘରର ଆଜବେଷ୍ଟ ମଧ୍ୟ ଉଡିଯିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି। କମାଗୁରୁ ଗାଁରେ ପ୍ରାୟ ୩୦ରୁ ଅଧିକ ଘର ଓ ତରାବୋଇ ଗାଁରେ ୧୫ରୁ ଅଧିକ ଘର ଭାଙ୍ଗିଯାଇଛି। ବାସଗୃହ କ୍ଷତିଗ୍ରସ୍ତ ହରାଇଥିବା ଶତାଧିକ ଲୋକ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଇଛନ୍ତି। ଖବର ପାଇ ଟାଙ୍ଗୀ ତହସିଲଦାର ଓ ଜଟଣୀ ତହସିଲଦାର ଉଭୟ ଗାଁରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନଙ୍କୁ ସହାୟତା ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story