ଡେଞ୍ଜର ଜୋନ୍‌ରେ ଖୋର୍ଦ୍ଧା, ଅସମ୍ଭାଳ ହେଲାଣି ସ୍ଥିତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେଞ୍ଜର ଜୋନ୍‌ରେ ଖୋର୍ଦ୍ଧା। ଦିନକୁ ଦିନ ଜିଲ୍ଲାରେ ଅସମ୍ଭାଳ ହେଉଛି କରୋନା ପରିସ୍ଥିତି। ଗଞ୍ଜାମ ପରେ ଏବେ ସବୁଠାରୁ ଅଧିକ କରୋନା ପଜିଟିଭ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୫୨୪ ନୂଆ ଆକ୍ରାନ୍ତ ବାହାରିବା ପରେ ମୋଟ୍‌ ସଂଖ୍ୟା ୧୦ ହଜାର ଟପିଛି। ସପ୍ତାହକର ଗ୍ରାଫ୍‌ ଉପରେ ନଜର ପକାଇଲେ ଖୋର୍ଦ୍ଧାରେ ସଂକ୍ରମଣ ହୁହୁ ମାଡି ଚାଲିଥିବା ସ୍ପଷ୍ଟ ହେବ। ଗତ ୧୪ ତାରିଖରେ ଜିଲ୍ଲାରେ ସର୍ବାଧିକ ୩୩୨ ପଜିଟିଭ […]

khurda

khurda

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେଞ୍ଜର ଜୋନ୍‌ରେ ଖୋର୍ଦ୍ଧା। ଦିନକୁ ଦିନ ଜିଲ୍ଲାରେ ଅସମ୍ଭାଳ ହେଉଛି କରୋନା ପରିସ୍ଥିତି। ଗଞ୍ଜାମ ପରେ ଏବେ ସବୁଠାରୁ ଅଧିକ କରୋନା ପଜିଟିଭ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୫୨୪ ନୂଆ ଆକ୍ରାନ୍ତ ବାହାରିବା ପରେ ମୋଟ୍‌ ସଂଖ୍ୟା ୧୦ ହଜାର ଟପିଛି।

ସପ୍ତାହକର ଗ୍ରାଫ୍‌ ଉପରେ ନଜର ପକାଇଲେ ଖୋର୍ଦ୍ଧାରେ ସଂକ୍ରମଣ ହୁହୁ ମାଡି ଚାଲିଥିବା ସ୍ପଷ୍ଟ ହେବ। ଗତ ୧୪ ତାରିଖରେ ଜିଲ୍ଲାରେ ସର୍ବାଧିକ ୩୩୨ ପଜିଟିଭ ଚିହ୍ନଟ ହୋଇଥିଲେ। ଆଉ ଆଜି ଏହି ସଂଖ୍ୟା ୫୨୪ରେ ପହଞ୍ଚିଛି। ତେବେ ଉଦ୍‌ବେଗର ବିଷୟ ହେଲା, ଜିଲ୍ଲାର ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ରାଜଧାନୀ ଅଞ୍ଚଳର। ଜିଲ୍ଲାରେ ମହାମାରୀ ଏଯାଏଁ  ୫୨ ଜଣଙ୍କ ଜୀବନ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ ଜଣ ହେଉଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳର। ତେଣୁ ରାଜଧାନୀରେ କରୋନାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ? ତାହା ପ୍ରଶାସନ ପାଇଁ  ଚ୍ୟାଲେଞ୍ଜ ହୋଇଛି।

ସେପଟେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଓ୍ୱାର୍ଡରେ ଚାଲିଛି କରୋନାରୁ ସୁସ୍ଥ ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ।  ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି ସ୍ୱାସ୍ଥ୍ୟ ଟିମ୍‌। କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କଠାରେ ସାଇଡ୍‌ ଇଫେକ୍ଟ ଦେଖାଦେବା ନେଇ କିଛି ରାଜ୍ୟରୁ ଅଭିଯୋଗ ଆସିବା ପରେ ଗଞ୍ଜାମରେ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି।

ରାଜଧାନୀ ଅଞ୍ଚଳରେ କରୋନା ଭୟଙ୍କର ସ୍ଥିତିରେ ଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଓ ୫ ବିଧାୟକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story