ବେଗୁନିଆ ପଞ୍ଚାୟତର ୪ଟି ବୁଥ୍‌ରେ ନିର୍ବାଚନ ବାତିଲ

ଖୋର୍ଦ୍ଧା: ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ଚିହ୍ନ ବାଲାଟ୍ ପେପରରେ ସ୍ପଷ୍ଟ ଦେଖାଯାଉ ନ ଥିବା ଅଭିଯୋଗ ହେବାରୁ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଞ୍ଚାୟତର ୪ଟି ବୁଥ୍‌ରେ ନିର୍ବାଚନକୁ ଅଧାରୁ ବାତିଲ କରି ଦିଆଯାଇଛି। ପଞ୍ଚାୟତର ୨, ୧୪, ୧୫ ଓ ୧୬ ନମ୍ବର ବୁଥ୍‌ରେ ମତଦାନକୁ ବାତିଲ କରାଯାଇଛି।

votebox

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 11:43 AM IST

Related story