ଅପହୃତ ଇଞ୍ଜିନିୟରିଂ ଛାତ୍ର ଉଦ୍ଧାର, ୬ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବେନଶ୍ୱରରେ ଗତକାଲି ରାତିରେ ଅପହୃତ ହୋଇଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପୋଲିସ୍ ଉଦ୍ଧାର କରିଛି। ଅପହରଣରେ ସଂପୃକ୍ତ ୨ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗତକାଲି ରାତିରେ ଅଭିଯକ୍ତମାନେ କାରରେ ଆସି ଖଣ୍ଡଗିରି ଅଞ୍ଚଳରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଟେକି ନେଇଥିଲେ। ଅପହରଣ କରି ନେବା ପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ମାଗିଥିଲେ। ତେବେ ସେମାନେ ଉକ୍ତ ଛାତ୍ରଙ୍କୁ […]

kk

kk

Rakesh Mallick
  • Published: Friday, 06 October 2017
  • Updated: 06 October 2017, 01:25 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବେନଶ୍ୱରରେ ଗତକାଲି ରାତିରେ ଅପହୃତ ହୋଇଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପୋଲିସ୍ ଉଦ୍ଧାର କରିଛି। ଅପହରଣରେ ସଂପୃକ୍ତ ୨ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଗତକାଲି ରାତିରେ ଅଭିଯକ୍ତମାନେ କାରରେ ଆସି ଖଣ୍ଡଗିରି ଅଞ୍ଚଳରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଟେକି ନେଇଥିଲେ। ଅପହରଣ କରି ନେବା ପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ମାଗିଥିଲେ। ତେବେ ସେମାନେ ଉକ୍ତ ଛାତ୍ରଙ୍କୁ ଫୁଲନଖରା ନେଇ ପୁଣି ଫେରୁଥିବା ବେଳେ କମିଶନରେଟ ପୋଲିସ ହାତରେ ଧରାପଡ଼ିଥିଲେ ।  ପୋଲିସ୍ ଅପହୃତ ଛାତ୍ରକୁ ଉଦ୍ଧାର କରିଥିଲା ଓ ଅଭିଯୁକ୍ତମାନଙ୍କ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story